୨୦୦ ଥର କ୍ଷମା ମାଗିବା ସତ୍ୱେ ଏବେ ବି ଏ ନେଇ ମନଦୁଃଖ କରୁଛନ୍ତି ହରଭଜନ
ଚେନ୍ନାଇ: ଭାରତର ମହାନ ସ୍ପିନର ହରଭଜନ ସିଂ ତାଙ୍କ ପ୍ରଦର୍ଶନ ନେଇ ଯେତେ ଚର୍ଚ୍ଚାରେ ରହି ନ ଥାନ୍ତି ତାଠାରୁ ବିବାଦ ନେଇ ଅଧିକ ରହିଥାନ୍ତି । ନିକଟରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପୋଡକାଷ୍ଟରେ ହରଭଜନ ସିଂ ତାଙ୍କ ଜୀବନର ଏକ ଘଟଣାକୁ ସମ୍ପୂର୍ଣ୍ଣ ଭାବେ ଲିଭେଇ ଦେବାକୁ ଚାହାନ୍ତି ବୋଲି କହିଥିଲେ…