Al Falah University: ଦିଲ୍ଲୀ ବିସ୍ଫୋରଣ ପରେ ମନି ଲଣ୍ଡରିଂ ମାମଲାରେ ଅଲ ଫଲାହ ପ୍ରତିଷ୍ଠାତା ଜାଭେଦ ଗିରଫ
ନୂଆଦିଲ୍ଲୀ: ଆତଙ୍କର କେନ୍ଦ୍ର ପାଲଟିଥିବା ଅଲ୍ ଫଲାହ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଜାଭେଦ ଅହମଦ ସିଦ୍ଦିକିଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଆର୍ଥିକ ଠକେଇ ମାମଲାରେ ଗିରଫ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଦିନ ଅଲ୍ ଫଲାହ ଗ୍ରୁପର…