Latest Odisha News

BREAKING NEWS

ଫିଲ୍ମ ‘ଡନ୍’ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ଦେହାନ୍ତ, ଶୋକରେ ବଲିଉଡ ଇଣ୍ଡଷ୍ଟ୍ରୀ

ମୁମ୍ବାଇ: ପରଲୋକରେ ବଲିଉଡକୁ ପ୍ରଥମ ‘ଡନ୍’ ଫିଲ୍ମ ଭେଟି ଦେଇଥିବା ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ୧୯୭୮ ମସିହାରେ ‘ଡନ୍’ ଫିଲ୍ମ ତିଆରି କରିଥିଲେ । ଆଉ ଏହି ଗୋଟିଏ ଫିଲ୍ମ ତାଙ୍କର ଯାହା ସୁପର ଡୁପର ହିଟ୍ ହୋଇଥିଲା । ନିର୍ଦ୍ଦେଶକଙ୍କ ନିଧନ ପରେ…

ମଦ ନିଶାରେ ଜିଅନ୍ତା ସାପକୁ ଚୋବାଇ ଖାଇଲେ ବଲାଙ୍ଗୀର ବ୍ୟକ୍ତି, ତାପରେ….

ବଲାଙ୍ଗୀର: କଥାରେ ଅଛି ନାଲି ପାଣି ନିଶା, ଅସମ୍ଭବକୁ ବି ସମ୍ଭବ କରି ଦେଖାଇବ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ଏହାରେ ଜଣେ ମଦ୍ୟପ ବ୍ୟକ୍ତି ଏକ ଜିଅନ୍ତା ନାଗ ସାପକୁ ଚୋବାଇ ଚୋବାଇ ଖାଇଛନ୍ତି, ଆଉ ନିଶା ଛାଡିଲା ପରେ ବାବୁ ସିଧା ହସ୍ପିଟାଲରେ ।…

ମାନିଲାନି ଚୀନ, ବ୍ରହ୍ମପୁତ୍ର ଉପରେ ଆରମ୍ଭ କଲା ବିଶ୍ବର ସର୍ବବୃହତ ଡ୍ୟାମ୍: ଜାଣନ୍ତୁ ଭାରତକୁ କି ବିପଦ?

ନୂଆଦିଲ୍ଲୀ: ଆଲୋଚନା, ତର୍ଜମା, ଭାରତର ବିରୋଧ କିଛି ଶୁଣିଲାନି ଚୀନ । ଭାରତ ଏବଂ ବାଂଲାଦେଶର ବିରୋଧ ସତ୍ତ୍ୱେ, ଚୀନ୍ ଦକ୍ଷିଣ-ପୂର୍ବ ତିବ୍ଦତରେ ବ୍ରହ୍ମପୁତ୍ର ନଦୀ ଉପରେ ବିଶ୍ୱର ସର୍ବବୃହତ ବନ୍ଧ ନିର୍ମାଣ କାମ ଆରମ୍ଭ କରିଛି। ଏହା ପ୍ରତିବର୍ଷ ୩୦୦ ବିଲିୟନ କିଲୋୱାଟ୍ ବିଦ୍ୟୁତ୍ ଉତ୍ପାଦନ…

ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ, ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇଛନ୍ତି ବଳଙ୍ଗା ପୀଡ଼ିତା । ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଛି । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ…

ପୁରୀ ରେଳ ଷ୍ଟେସନର ପୁନର୍ବିକାଶ ଅନୁଧ୍ୟାନ କଲେ କେନ୍ଦ୍ର ରେଳ ମନ୍ତ୍ରୀ

ପୁରୀ: କେନ୍ଦ୍ର ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି. ସୋମାନ୍ନା ଆଜି ପୁରୀ ରେଳ ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରୂପାନ୍ତରଣ କରାଯାଉଥିବା ପୁନର୍ବିକାଶ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ ରେଳ ବଜେଟରେ ଓଡ଼ିଶାକୁ ୧୦,୫୯୯ କୋଟି ମିଳିଛି। ଯାହା…

ବିଭତ୍ସ ହତ୍ୟାକାଣ୍ଡ; ହତ୍ୟା ପରେ ଅଖାରେ ଭର୍ତ୍ତିକରି ନଦୀକୁ ଫିଙ୍ଗିଦେଲା ନୃଶଂସ ସ୍ବାମୀ

ସୁନ୍ଦରଗଡ:ଅନୈତିକ ସମ୍ପର୍କ ସନ୍ଦେହରେ ଜଘନ୍ୟ କାଣ୍ଡ । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ପଙ୍କଡ଼ିହି ପଞ୍ଚାୟତ ଜଡ଼ା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ସ୍ତ୍ରୀକୁ ବୁଲିବାକୁ ଡାକି ନେଇ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ଵାମୀ ଜଣକ ମୃତଦେହକୁ ଏକ ଅଖାରେ…

ବଳଙ୍ଗା ପୀଡିତା ଏୟାରଲିଫ୍ଟ: ଦିଲ୍ଲୀ ଏମ୍ସରେ ହେବ ଅଧିକ ଚିକିତ୍ସା

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ହେଲେ ବଳଙ୍ଗା ପୋଡା ପୀଡିତା । ଶରୀରର ୭୫ ପ୍ରତିଶତ ପୋଡିଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରବିବାର ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ବର ବିମାନବନ୍ଦରରୁ ଏୟାର ଆମ୍ବୁଲାନ୍ସରେ ପୀଡିତାଙ୍କ ପରିବାରର ୨…

ଭାଙ୍ଗିଯିବ କି ଇଣ୍ଡି ମେଣ୍ଟ?, ରାହୁଲଙ୍କ ବୟାନ ନେଇ ତେଜିଲା ବିବାଦ….ବାମପନ୍ଥୀ ଘେରିଲେ…

ନୂଆଦିଲ୍ଲୀ: ଆଗକୁ ବିହାରରେ ନିର୍ବାଚନ ଥିବାରୁ ଏବେ ପରସ୍ପର ପ୍ରତି ବେଶୀ ଆକ୍ରମଣାତ୍ମକ ହୋଇଛନ୍ତି ଶାସକ ବିରୋଧୀ । ଲଢ଼େଇ ଆରମ୍ଭ ହେବା ପୂର୍ବରୁ ହିଁ ରାଜନୈତିକ କରିଡରରେ ବାକ୍ ଯୁଦ୍ଧ ତୀବ୍ର ହୋଇଛି । ବିରୋଧୀ ଦଳଗୁଡ଼ିକର ବହୁ ଚର୍ଚ୍ଚିତ 'ଇଣ୍ଡି ମେଣ୍ଟ'ର ମୂଳଦୁଆ ପୂର୍ବରୁ ହିଁ ଦୋହଲି…

ୱେବ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ହାଇଦ୍ରାବାଦରୁ ୨ ବନ୍ଧାହେଲେ

ମାଲକାନଗିରି: ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡ଼ା ନିକଟରେ ଜୁଲାଇ ୧୨ ତାରିଖରେ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ସାମ୍ବାଦିକ ଚ. ନରେଶଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ମାଲକାନଗିରି ପୋଲିସର ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଦୁଇ ଯୁବକଙ୍କୁ ଗିରଫ କରିଛି। ମୋଟୁ ଥାନା ସୀମା…

କୃତ୍ରିମ ଉପାୟରେ ଅଜଗର ଅଣ୍ଡାରୁ ଫୁଟିଲେ ୧୪ ଛୁଆ

ଅନୁଗୁଳ:ଗତ ମେ ମାସ ୨୪ରେ ଅନୁଗୁଳ ଜିଲ୍ଲା ମେରାମୁଣ୍ଡଳୀ ଅନ୍ତର୍ଗତ ଗଉଡପଶି ଗ୍ରାମ ପୋଖରୀ ବନ୍ଧରେ ଥିବା ଏକ ଖୋଲ ଭିତରେ ଏକ ଅଜଗର ସାପ ଅଣ୍ଡା ଦେଇ ବସାକୁ ଜଗି ରହିଥିଲା । ଗ୍ରାମବାସୀମାନଙ୍କ ନଜରରେ ପଡି ଯିବାରୁ ସେମାନେ ସାପଟିକୁ ସେଇ ସ୍ଥାନରୁ ଅନ୍ୟତ୍ର ନେଇ ଯିବା ପାଇଁ ଅଡି ବସିଥିଲେ ।…