‘ବାରାଣସୀ’ ଘାଟରୁ ରେକର୍ଡ କରିବାକୁ ପ୍ରସ୍ତୁତ ମହେଶ ବାବୁ ଓ ପ୍ରିୟଙ୍କା…
ମୁମ୍ବାଇ: ଏସଏସ ରାଜମୌଲିଙ୍କ ଫିଲ୍ମ ଏସଏସଏମବି ୨୯ ପାଇଁ ବହୁତ ଦିନ ଧରି ପ୍ରସ୍ତୁତି କରିଆସୁଛନ୍ତି। ତେବେ ସେ ନଭେମ୍ବର ୧୫ରେ ଏକ କାର୍ଯ୍ୟକ୍ରମରେ ଫିଲ୍ମର ଟାଇଟଲ୍ ପ୍ରକାଶ କରିଥିଲେ। ଯାହାର ନାଁ ରହିଛି ବାରାଣସୀ।
ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ସାଢେ ତିନି ମିନିଟର ଟିଜର ସେୟାର…