୨୦ରେ ଶପଥ ନେବେ ବିହାରର ନୂଆ ସରକାର!
ପାଟନା: ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ ଏକ ବଡ଼ ବିଜୟ ହାସଲ କରିଛି। ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ନେଇ ମଧ୍ୟ ସ୍ଥିର ହୋଇ ସାରିଛି।
ଯାହାପରେ ୨୦ ନଭେମ୍ବର ଗୁରୁବାର ଦିନ ବିହାରରେ ନୂତନ ସରକାର ଗଠିତ ହେବାକୁ ଯାଉଥିବାର ସୂଚନା…