Latest Odisha News

BREAKING NEWS

ମାଂଚେଷ୍ଟରରେ ଭାରତର ୧୦ ଖେଳାଳି ପ୍ରଥମ ଥର ପାଇଁ ଖେଳିବେ

ମାଂଚେଷ୍ଟର: ଭାରତ-ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ ମାଂଚେଷ୍ଟରରେ ଖେଳାଯିବ । ୧-୨ରେ ପଛୁଆ ଥିବା ଭାରତକୁ ଏହି ମ୍ୟାଚରେ ଜିିତିବା ଜରୁରୀ ହୋଇ ପଡିଛି । ତେବେ ସବୁଠାରୁ ମଜାର କଥା ହେଲା ଓଲ୍ଡ ଟ୍ରାଫେଡରେ ଭାରତର ୧୦ଜଣ ଖେଳାଳି ପ୍ରଥମ ଥର ପାଇଁ ଖେଳିବାକୁ…

୧୯ ବର୍ଷରେ ପାଦ ଥାପିଲା ସୋଆ, ସମାଜକୁ ଅଧିକ ସେବା ପ୍ରଦାନ ପାଇଁ ରହିଛି ଲକ୍ଷ୍ୟ: କୁଳପତି

ଭୁବନେଶ୍ୱର: ୧୯ ବର୍ଷରେ ପାଦ ଥାପିଲା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ । ଗୁଣବତ୍ତା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଗବେଷଣାକୁ ଅଗ୍ରାଧିକାର ଓ ସର୍ବାଧିକ ଗୁରୁତ୍ୱ ଦେଉଥିବା ସୋଆ ବିଶ୍ୱବିଦ୍ୟାଳୟ ଭବିଷ୍ୟତରେ ଦେଶର ଆଗଧାଡ଼ିର ଶିକ୍ଷାନୁଷ୍ଠାନ ତାଲିକାରେ ନିଜକୁ ସାମିଲ କରିବାର…

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫:ଓଡ଼ିଶା ପୋଲିସର ପଦକ ବିଜେତା ଖେଳାଳିଙ୍କୁ ସମ୍ମାନିତ କଲେ ଡିଜିପି

ଭୁବନେଶ୍ବର:ଓଡ଼ିଶା ଫେରିଲେ ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ଓଡ଼ିଶା ପୋଲିସର ପଦକ ବିଜେତା କ୍ରୀଡ଼ାବିତ । ସେଠାରେ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ଅବସରରେ ରାଜ୍ୟ ପୋଲିସର ସଫଳ କ୍ରୀଡ଼ାବିତମାନେ ଡିଜିପିଙ୍କ କ୍ୟାମ୍ପ…

ରେକର୍ଡ ପାଇଁ ରିଷଭ ପନ୍ତଙ୍କୁ ଆବଶ୍ୟକ ୪୦ ରନ

ମାଂଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ କ୍ରିକେଟ ଟେଷ୍ଟ ମାଂଚେଷ୍ଟରରେ ଖେଳାଯିବ । ଏହି ସିରିଜରେ ରିଷଭ ପନ୍ତଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ ରହିଛି । ମାଂଚେଷ୍ଟରରେ ଇତିହାସ ରଚିବା ପାଇଁ ପନ୍ତଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ପନ୍ତ ଯଦି ଏହି ମ୍ୟାଚରେ ୪୦ ରନ ସଂଗ୍ରହ କରିବେ…

ରାଜ୍ୟରେ ରେଳ ବିକାଶ ପାଇଁ ଓଡ଼ିଶାକୁ ୧୨.୫ ଗୁଣ ଅଧିକ ବଜେଟ୍ ବ୍ୟୟବରାଦ

ଭୁବନେଶ୍ୱର: ବର୍ତ୍ତମାନ ଭୁବନେଶ୍ୱର ରେଳ ଷ୍ଟେସନରେ ଚାଲିଥିବା ପୁନଃବିକାଶ କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶର ରେଳ ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ ସୁବିଧାରେ ପରିଣତ କରିବାର ଦୃଷ୍ଟିକୋଣକୁ ସ୍ପଷ୍ଟତା ପ୍ରଦାନ କରିବା ଦିଗରେ ଅଗ୍ରଗତି କରୁଛି । ଏହି ଅବସରରେ ଆଜି…

୨୦୩୬ ସୁଦ୍ଧା ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବାକୁ ସଙ୍କଳ୍ପ, ଏନଡିଡିବି ଏବଂ ଓମଫେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଓମଫେଡ୍ ଡେରୀ ପ୍ଲାଣ୍ଟର କର୍ମଚାରୀ ମାନଙ୍କ ପାଇଁ ୬୨ଟି କ୍ୱାର୍ଟର, ମିଲ୍କ ପାଉଡର ପ୍ୟାକିଙ୍ଗ ମେସିନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍‌.ଡି.ଡି.ବି) ଏବଂ ଓମ୍‌ଫେଡ ମଧ୍ୟରେ ଅନୁଷ୍ଠିତ…

ମହିଳା କମିଶନର କାର୍ଯ୍ୟାଳୟ ଆଗରେ ବିଜୁମହିଳା ଜନତା ଦଳର ଧାରଣା, ପଦବୀ ପୂରଣ ନହେଲେ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ମହିଳା ଓ ଶିଶୁମାନେ ଅସୁରକ୍ଷିତ ମନେକରିବା ସହିତ ନିର୍ଯାତନା ଓ ଦୁଷ୍କର୍ମ ହାର ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ରାଜ୍ୟରେ ବିଜେପି ସରକାର ଆସିବାର ୧୪ ମାସ ବିତିଗଲା ପରେ ମଧ୍ୟ ରାଜ୍ୟ ମହିଳା କମିଶନ ଓ ଶିଶୁ ସୁରକ୍ଷା କମିଶନ ପଦବୀ…

ଏସିଆ କପକୁ ବୟକଟ କରିପାରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫କୁ ଭାରତ ବୟକଟ କରିପାରେ । ଏସିଆନ କ୍ରିକେଟ କାଉନସିଲ ଓ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଧ୍ୟରେ ଉପୁଜିଥିବା ମତଭେଦକୁ ଏହାର ମୂଖ୍ୟ କାରଣ ବୋଲି ଅନୁମାନ କରାଯାଉଛି । ଜୁଲାଇ ୨୪ରେ ଏସିସିର ବାର୍ଷିକ ବୈଠକ ଢ଼ାକାରେ ହେବାକୁ ବିସିସିଆଇ ବିରୋଧ କରୁଛି ।…

ଇଡି, ସିବିଆଇ ଏବଂ ଏନଆଇଏ ପରସ୍ପରଠାରୁ କିପରି ଭିନ୍ନ? ଏହି ୩ ବିଭାଗ ତଦନ୍ତ ପଦ୍ଧତି ଏବଂ କାମ କ’ଣ?

ନୂଆଦିଲ୍ଲୀ: ଭାରତରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI), ଏବଂ ଜାତୀୟ ତଦନ୍ତ ସଂସ୍ଥା (NIA) ହେଉଛି ତିନୋଟି ପ୍ରମୁଖ କେନ୍ଦ୍ରୀୟ ତଦନ୍ତ ସଂସ୍ଥା । ଯାହା ବିଭିନ୍ନ ପ୍ରକାରର ଅପରାଧର ତଦନ୍ତ କରନ୍ତି । ତଥାପି, ସେମାନଙ୍କର କାର୍ଯ୍ୟକ୍ଷେତ୍ର, ଅଧିକାର ଏବଂ…

ଦକ୍ଷତା ବିକାଶ ଭିତ୍ତିଭୂମିର ପୁନରୁଦ୍ଧାର: ଦେଶର ୧ ହଜାର ଆଇଟିଆଇ କେନ୍ଦ୍ରକୁ କରାଯିବ ଅପଗ୍ରେଡ୍

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଏକ ଜାତୀୟ ପରିଚାଳନା କମିଟି (NSC) ଗଠନ କରିଛନ୍ତି। ଏହି ଯୋଜନା ଅଧୀନରେ, ୧୦୦୦ ସରକାରୀ ଆଇଟିଆଇକୁ ଅପଗ୍ରେଡ୍ କରାଯିବ ଏବଂ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ୬୦ ହଜାର କୋଟି ଟଙ୍କାର…