ଏନକାଉଣ୍ଟରରେ ୨ମହିଳା ନକ୍ସଲ ନିହତ
ମାଲକାନଗିରି:ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲ ନିହତ । ଡିଆର୍ଜି, ଏଟିଏଫ୍ ଯବାନଙ୍କ ଅପରେସନର ଏହି ସଫଳତା ମିଳିଛି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ଔଷଧ ଏବଂ ନକ୍ସଲବାଦୀଙ୍କ କାଗଜପତ୍ର ମଧ୍ୟ ଜବତ କରାଯାଇଛି।
ନାରାୟଣପୁର ଜିଲ୍ଲା…