ଗୋଆ ଅଗ୍ନିକାଣ୍ଡ ପରେ ଚେତିଲା ଓଡ଼ିଶା ; ସମସ୍ତ କ୍ଲବ୍,ପବ୍ରେ ଫାୟାର ସେଫ୍ଟି ସିକ୍ୟୁରିଟି ଯାଞ୍ଚ କରିବାକୁ…
ଭୁବନେଶ୍ବର: ଗୋଆ ନାଇଟ୍ କ୍ଲବ 'ବର୍ଚ ବାଇ ରୋମିଓ ଲେନ୍ 'ରେ ଅଗ୍ନିକାଣ୍ଡ ଘଟଣାରେ ୨୫ ଜଣଙ୍କ ଜୀବନ ଚାଲିଯାଇଛି । ଏହାପରେ ସଜାଗ ହୋଇଛି ଓଡିଶା । ଗୋଆ ନାଇଟ୍ କ୍ଲବ୍ ଦୁର୍ଘଟଣା ପରେ ଓଡ଼ିଶା ଅଗ୍ନିଶମ ବାହିନୀ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ…