ଭାରତୀୟ କଲେଜ ପିଲାଙ୍କ ପାଇଁ Google କଲା ବଡ଼ ଘୋଷଣା, AI Pro ପ୍ଲାନ୍ ଏକ ବର୍ଷ ପାଇଁ ମାଗଣା
ନୂଆଦିଲ୍ଲୀ: ଗୁଗଲ ଭାରତୀୟ କଲେଜ ଛାତ୍ରଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଏହାର ୧୯,୫୦୦ ଟଙ୍କା ମୂଲ୍ୟର AI Pro ପ୍ଲାନ୍କୁ ଏକ ବର୍ଷ ପାଇଁ ମାଗଣା ଦେବାର ନିଷ୍ପତ୍ତି ନେଇଛି। ଏହି ପ୍ଲାନ୍ରେ Gemini AI, Veo ଭିଡିଓ ଟୁଲ୍ ଏବଂ ୨ ଟେରାବାଇଟ୍ କ୍ଲାଉଡ୍ ଷ୍ଟୋରେଜ୍ ଭଳି ପ୍ରିମିୟମ…