ଓଡ଼ିଶା ବନ୍ଦ: ମାଷ୍ଟର କ୍ୟାଣ୍ଟିନ୍ ଭିତରେ ମୁହାଁମୁହିଁ ପୋଲିସ୍-କଂଗ୍ରେସ, ଚେତାବନୀ ଦେଲେ ସିପି
ଭୁବନେଶ୍ଵର: ଆଜି ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଯାହାର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଭୁବନେଶ୍ଵରରେ ବାଇକ୍ ରାଲି କରି ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି କଂଗ୍ରେସ ଆନ୍ଦୋଳନକାରୀ । ଏହାରି ଭିତରେ ଭୁବନେଶ୍ବର ରେଳ ଷ୍ଟେସନରେ ଭିତରକୁ ପ୍ରବେଶ…