Turkey Link In Delhi Blast: ଦିଲ୍ଲୀ ବିସ୍ଫୋରଣ ପଛରେ ତୁର୍କୀ ହାତ?
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କୀ କାର୍ଯ୍ୟ ଘୋଷଣା...ଡିଏନଏ ଟେଷ୍ଟରେ ଡାକ୍ତର ଉମରର ମିଳିଲା ପରିଚୟ...ହେଲେ ଡାକ୍ତର ଉମର ପଛରେ କିଏ?...ଶତ୍ରୁ ଦେଶ ପାକିସ୍ତାନ ଲିଙ୍କ ଖୋଳୁ ଖୋଳୁ ବାହାରିଲା ଚାଞ୍ଚଲ୍ୟ ତଥ୍ୟ...
ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ଧଳା…