Latest Odisha News

BREAKING NEWS

ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାସ୍ତାରେ ପୁଲା କୁକୁରଙ୍କୁ ଖାଇବାକୁ ଦେବା ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ଦିନ, ସୁପ୍ରିମକୋର୍ଟ ନୋଏଡାରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା ସମ୍ପର୍କରେ ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଆବେଦନରେ ଦାବି କରାଯାଇଥିଲା ଯେ କୁକୁରମାନଙ୍କୁ…

‘ଯଦି ଆପଣ ଭାରତର ପ୍ରଧାନମନ୍ତ୍ରୀ ଏବଂ…’ କଡା ଚେତାବନୀ ଦେଲା ନାଟୋ….୫୦୦% ପର୍ଯ୍ୟନ୍ତ ଟାରିଫ୍!

ନୂଆଦିଲ୍ଲୀ: ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ଭାରତ, ବ୍ରାଜିଲ ଏବଂ ଚୀନକୁ ଏକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଯଦି ସେମାନେ ରୁଷ ସହିତ ବ୍ୟବସାୟ ଜାରି ରଖନ୍ତି ତେବେ ସେମାନେ କଠୋର ଆର୍ଥିକ ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି ବୋଲି ସତର୍କ କରାଇ ଦେଇଛନ୍ତି ରୁଟ୍ । ବୁଧବାର ଆମେରିକୀୟ…

୩ କଲରାପତରିଆ ବାଘଛାଲ ଜବତ, ଶିକ୍ଷକଙ୍କ ସମେତ ୭ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଞ୍ଚଳରୁ ୩ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବାବେଳେ, ଏଥିରେ ମୋଟ ୭ଜଣଙ୍କୁ ଅଟକ ରଖାଯାଇଛି । ଅଟକଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଥିବା ସୂଚନା । ଏହି ବାଘଛାଲ ଗୁଡିକୁ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ…

ପିତାମାତା ହେଲେ ସିଡ୍-କିଆରା, ଜାଣନ୍ତୁ ଝିଅ ନା ପୁଅ……

ମୁମ୍ବାଇ: ପିତାମାତା ହେଲେ ଆଉ ଜଣେ ବଲିଉଡ ସୁପରହିଟ୍ ଯୋଡି ସିଡ୍-କିଆରା । ମଙ୍ଗଳବାର କିଆରା ଆଡଭାନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏହି ବର୍ଷ ଫେବୃଆରୀ ପ୍ରଶଂସକମାନଙ୍କ ସହିତ ଦୁହେଁ ଏହି ଖୁସି ଖବର ଦେଇଥିଲେ । ଆଉ ଗତକାଲି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ସେମାନଙ୍କର…

ଆହୁରି ଶାଣିତ ହେବ ମାଓ ମୁକାବିଲା ଅଭିଯାନ, ୨୦୨୬ ମାର୍ଚ୍ଚ ସୁଧା ନକ୍ସଲ ମୁକ୍ତ ହେବ ଓଡ଼ିଶା

ଭୁବନେଶ୍ୱର: ଆହୁରି ଶାଣିତ ହେବ ମାଓ ମୁକାବିଲା ଅଭିଯାନ। ୨୦୨୬ ମାର୍ଚ୍ଚ ସୁଧା ନକ୍ସଲ ମୁକ୍ତ ହେବ ଓଡ଼ିଶା। ଓଡ଼ିଶାର ମାଓ ମୁକାବିଲାକୁ କ୍ରିୟାଶୀଳ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ନକ୍ସଲ ବିରୋଧୀ ଅଭିଯାନ ଏଡିଜି ଭାବେ ସଞ୍ଜୀବ ପଣ୍ଡା ମଙ୍ଗଳବାର ବିଧିବଦ୍ଧ ଭାବେ…

ପହଲଗାମ ହମାଲକୁ ନେଇ ବଡ଼ ଖୁଲାସା: ଆକ୍ରମଣର ପୂର୍ବ ଦିନ ଆତଙ୍କବାଦୀ ନେଇଥିଲେ ଜଣେ ମହିଳାଙ୍କ ସହାୟତା

ନୂଆଦିଲ୍ଲୀ: ନିକଟରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପରଠାରୁ, NIA ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ପଚରାଉଚରା କରାଯାଇଛି। ଅନେକ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି…

ମୃତ ସୌମ୍ୟାଶ୍ରୀଙ୍କ ପିତାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ବାଲେଶ୍ବର ଏଫଏମ କଲେଜ ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହେଲେ ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ସୌମ୍ୟାଶ୍ରୀଙ୍କ ପିତାଙ୍କ ସହ କଥା ହୋଇ ତାଙ୍କୁ ସମବେଦନା ଜଣାଇଥିଲେ । ଏନେଇ ନିଜ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ଡେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହେଲା ଦୁର୍ଲଭ ପ୍ରଜାତିର ବଳୁଆ କୁକୁର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ନୂଆ ଅତିଥି ଯୋଡ଼ା ବଳୁଆ କୁକୁର ଠାବ ହୋଇଛି। ଏକ ଦଶନ୍ଧି ପରେ ଦେଖିବାକୁ ମିଳିଛି ବିରଳ ପ୍ରଜାତିର ବଳୁଆ(ବଣୁଆ) କୁକୁର। ଗତକାଲି ଅଭୟାରଣ୍ୟ ଭିତରେ ଯୋଡ଼ି ଅବସ୍ଥାରେ ବୁଲୁଥିବା ସମୟରେ ସେମାନଙ୍କୁ ଠାବ କରାଯାଇଛି। ୨୦୨୩ ଶୀତ ଋତୁରେ…

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଆଗାମୀ ୪ ଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ହୋଇପାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବିଜୁଳି…

ବାପାମାଙ୍କୁ ହାଣି ମାରିଲା ପୁଅ, କାରଣ ଅସ୍ପଷ୍ଟ

ବାରିପଦା: ବାପାମାଆଙ୍କୁ ହାଣି ନିର୍ମମ ହତ୍ୟାକଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲ‌ାର ବୈଶିଙ୍ଗା ଥାନା ଅନ୍ତର୍ଗତ ଧାନପାଳ ଗାଁରେ । ମୃତକ ହେଲେ ହାଡିବନ୍ଧୁ ସାହୁ (୮୫) ଓ ତାଙ୍କ ପତ୍ନୀ ଶାନ୍ତିଲତା ସାହୁ । ଘର ବାରଣ୍ଡାରେ ପଡ଼ିଛି ବାପାମାଆଙ୍କ ମୃତଦେହ । ତେବେ…