Latest Odisha News

BREAKING NEWS

ରଣଜୀ ଟ୍ରଫି: ବିଦର୍ଭ ନିକଟରୁ ଓଡିଶା ପରାସ୍ତ, ସ୍ୱସ୍ତିକଙ୍କ ଅର୍ଦ୍ଧଶତକ

ନାଗପୁର: ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂନର୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରି ବିଦର୍ଭ ନିକଟରୁ ୧୦୦ ରନରେ ପରାସ୍ତ ହୋଇଛି । ବିଦର୍ଭ ପ୍ରଥମ ଇନିଂସରେ ୨୮୬ ରନ କରିଥିଲା । ଏହାର ଜବାବରେ ଓଡିଶା ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ବିଦର୍ଭ ୨ ୱିକେଟ…

ପାକିସ୍ତାନରେ ଜୋରଦାର ବିସ୍ଫୋରଣ, ୧୨ ମୃତ

କରାଚି: ଭାରତରେ ସକ୍ରିୟ ଭାବରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ମଙ୍ଗଳବାର ଦିନ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି। ରାଜଧାନୀ ଇସଲାମାବାଦରେ ଏକ ଆତ୍ମଘାତୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ବୋମା ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା G-11 ଅଞ୍ଚଳରେ ଥିବା…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି

କଟକ: ଆଇନଜୀବୀ ତଥା ପିତବାସ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇଥିବାରୁ ଆଜି ହାଇକୋର୍ଟରେ ହାଜର ହୋଇ କ୍ଷମା ମାଗିଲେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ । ମାମଲାର ପର୍ଦ୍ଦାଫସ୍ ବେଳେ ବିବାଦୀୟ ବୟାନ ଦେଇଥିଲେ ଏସପି । ଅଦାଲତ ଅବମାନନା ମାମଲା ନଚଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…

Bihar Election: ଦ୍ୱିତୀୟ ପର୍ଯ୍ୟାୟରେ ବି ରେକର୍ଡ ଭାଙ୍ଗିଲା ବିହାର ବିଧାନସଭା ନିର୍ବାଚନ, ଅପରାହ୍ନ ୩ଟା ସୁଦ୍ଧା…

ପାଟନା: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଛି । ୨୦ ଟି ଜିଲ୍ଲାର ୧୨୨ ଟି ଆସନ ପାଇଁ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଭୋଟିଂ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ମଧ୍ୟ ରେକର୍ଡ ଭାଙ୍ଗିଲା। ସୂଚନା ଅନୁଯାୟୀ, ଅପରାହ୍ନ ୩ ଟା ସୁଦ୍ଧା ୬୦.୪୦%…

କଲବଲ କରିବ ଶୀତ; ୨-୩°C ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨-୩°C ହ୍ରାସ ପାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛି। ପାଣିପାଗ ବିଭାଗ ପକ୍ଷରୁ ନଭେମ୍ବର ୧୧-୧୨ ତାରିଖରେ କନ୍ଧମାଳ, ଝାରସୁଗୁଡ଼ା…

ସଫେଇ କର୍ମଚାରୀ ସହଦେବ ନାୟକ ହତ୍ୟାକାଣ୍ଡ ମାମଲା: ଧରାପଡିଲା ମାଷ୍ଟରମାଇଣ୍ଡ ସୁଲେଇ ନାୟକ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବିଏମସି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ ହତ୍ୟା ଘଟଣାରେ ମାଷ୍ଟମାଇଣ୍ଡ ଗିରଫ । ଦୀର୍ଘ ୧୦ ମାସ ପରେ ଏହି ହତ୍ୟା ଘଟଣାର ମାଷ୍ଟମାଇଣ୍ଡ ସୁଲେଇ ନାୟକକୁ ବାନ୍ଧିଲା ମଞ୍ଚେଶ୍ବର ଥାନା ପୋଲିସ । ଏହାକୁ ମିଶାଇ ୭ରେ ପହଞ୍ଚିଛି ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ।…

ନୂଆପଡା ଉପନିର୍ବାଚନ; ଆଉ ଜଣେ ପ୍ରିଜାଇଡିଂ ଅଫିସର ନିଲମ୍ବିତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ସମୟରେ ଏକ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜଣେ ଶିକ୍ଷକଙ୍କୁ ମଙ୍ଗଳବାର ଦିନ ଭୋଟ୍ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି। ସନ୍ଦୀପ କୁମାର ସ୍ୱାଇଁ ନାମକ ଏହି ଶିକ୍ଷକ ସିନାପାଲି ବ୍ଲକର…

Delhi Terror Attack: ଦିଲ୍ଲୀ ବିସ୍ଫୋରଣ ପଛରେ ଏମାନଙ୍କ ହାତ…

ନୂଆଦିଲ୍ଲୀ: ପୂରା ଦେଶ ଦୋହଲାଇ ଦେଇଛି ଦିଲ୍ଲୀ ବିସ୍ଫୋରଣ...ଛାରଖାର କରିଦେଲା ଅନେକ ଜୀବନ...ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ...କାର ଖଣ୍ଡ ଖଣ୍ଡ ଅଂଶ ସାଙ୍ଗକୁ ଖଣ୍ଡବିଖଣ୍ଡିତ ହୋଇପଡିଛି ମଣିଷ ଶରୀର...ଏବେ ବି ମୃତ୍ୟୁ ସାଙ୍ଗରେ ସଂଘର୍ଷ କରୁଛି ଅନେକ ଜୀବନ... ସୋମବାର ସନ୍ଧ୍ୟାରେ…

ପାକିସ୍ତାନରେ ବଡ଼ ବିସ୍ଫୋରଣ: ଉଡ଼ିଲା କାର, ୬ ଲୋକ….

ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦର ଜି-୧୧ ଅଞ୍ଚଳରେ ଥିବା ଜିଲ୍ଲା ନ୍ୟାୟିକ୍ ପରିସର (ଡିଷ୍ଟ୍ରିକ୍ଟ୍ ଜୁଡିସିଆଲ୍ କମ୍ପ୍ଲେକ୍ସ) ପାଖରେ ବଡ଼ ବିସ୍ଫୋରଣ ଘଟିଛି। ପୋଲିସ୍‌ର ପ୍ରାରମ୍ଭିକ୍ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣରେ ଅତି କମରେ ୬ ଜଣ ଆହତ ହୋଇଛନ୍ତି। ଧମାକାର ଶବ୍ଦ ଏତେ…

ଆଡବାଣୀଙ୍କ ପ୍ରଶଂସାଛ: ଥରୁରଙ୍କ ବକ୍ତବ୍ୟରୁ ନିଜକୁ ଦୂରେଇ ରଖିଲା କଂଗ୍ରେସ, ବିଜେପି କଲା ସମର୍ଥନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀଙ୍କ ପ୍ରଶଂସା କରି ଚର୍ଚ୍ଚାରେ ଅଛନ୍ତି। ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ରାଜନୈତିକ ପରମ୍ପରା ଉପରେ ଶଶି ଥରୁରଙ୍କ ସାମ୍ପ୍ରତିକ ବୟାନ କଂଗ୍ରେସ ଭିତରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ଗୋଟେ ପଟେ…