‘ଆମ ବସ’ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ
କଟକ: କଟକ ମହାନଦୀ ବିହାର ଅଞ୍ଚଳରେ କିଛି ଦୁର୍ବୃତ୍ତ ଆମ ବସର ଜଣେ କ୍ୟାପ୍ଟେନଙ୍କୁ ଆକ୍ରମଣ କରିବା ଅଭିଯୋଗରେ ୨ ଗିରଫ ହୋଇଛନ୍ତି।
ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ଅନୁଯାୟୀ, ତିନି ଜଣ ବ୍ୟକ୍ତି ନିର୍ମମ ଭାବେ ଆକ୍ରମଣ କରିବା ଯୋଗୁ ବସ୍ କ୍ୟାପ୍ଟେନ୍ ଗୁରୁତର…