Latest Odisha News

BREAKING NEWS

ଡାଇରିଆ ନୁହେଁ ଫୁଡ୍ ଇନଫେକସନ; ହଷ୍ଟେଲ ଛାତ୍ରଙ୍କ ଅସୁସ୍ଥତା ନେଇ ରେଭେନ୍ସା କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରବିବାର କଟକର ହୋଟେଲରେ ଡାଇରିଆ କିମ୍ବା ହଇଜା ବ୍ୟାପିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର କାହ୍ନୁ ଚରଣ ମଲିକ ଏକ ବିବୃତ୍ତିରେ କହିଛନ୍ତି "ଗତକାଲି ବିଶ୍ୱବିଦ୍ୟାଳୟର ନୂତନ ପିଜି ଏବଂ…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ; ଚାଲିଗଲା ୩ଜୀବନ

ଭୁବନେଶ୍ବର:ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସମ୍ବଲପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବଜ୍ରାଘାତରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଜୀବନ ହରାଇଥିବା ଜଣାପଡ଼ିଛି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ଜଣେ ବ୍ୟକ୍ତି ବର୍ଷା…

ମହାରାଷ୍ଟ୍ରରେ ମରାଠୀ କହିବାକୁ ମନା କରିବାରୁ ଅଟୋ ଡ୍ରାଇଭରଙ୍କୁ ମାଡ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଭିରାର ଅଞ୍ଚଳର ଜଣେ ଅଟୋ ଡ୍ରାଇଭରଙ୍କୁ ଶିବସେନା କର୍ମୀ ଓ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀମାନେ ମାଡ଼ ମାରିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ…

ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ରୁଟ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ରୁଟ ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୪ର୍ଥ ସ୍ଥାନରେ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ୮୦୦୦ ରନ ସଂଗ୍ରହ…

‘ନାରୀବାଦର ସକାରାତ୍ମକ ଉଦ୍‌ଘୋଷିକା ଓ ନାରୀଶକ୍ତିର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କବି ବିଦ୍ୟୁତପ୍ରଭା…

ଭୁବନେଶ୍ବର: ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମ ଶତବାର୍ଷିକୀ ଆଜି ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହି…

୨ ଘଣ୍ଟା ମେଡିକାଲରେ ରହିଲେ ମଧ୍ୟ କରିପାରିବେ ସ୍ବାସ୍ଥ୍ୟ ବୀମା ଦାବି

ନୂଆଦିଲ୍ଲୀ: ମେଡିକ୍ଲେମ୍ ଦାବି କରିବା ପାଇଁ ବର୍ତ୍ତମାନ୍ ଆଉ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପଡିବ ନାହିଁ। ବର୍ତ୍ତମାନ୍ ମାତ୍ର ୨ ଘଣ୍ଟା ମେଡିକାଲରେ ରହିଲେ ମଧ୍ୟ ସ୍ବାସ୍ଥ୍ୟ ବୀମା ଦାବି କରି ହେବ। ତେବେ ପୂର୍ବରୁ ସ୍ୱାସ୍ଥ୍ୟ ବୀମା ଦାବି କରିବାକୁ ହେଲେ ୨୪ ଘଣ୍ଟା ପାଇଁ ହସ୍ପିଟାଲରେ…

୯ ଥର ଟେଷ୍ଟ କ୍ରିକେଟର ପ୍ରଥମ ଇନିଂସରେ ହୋଇଛି ସମାନ ସ୍କୋର

ଲଣ୍ଡନ: ଲର୍ଡସରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଉଭୟ ଟିମ ପ୍ରଥମ ଇନିଂସରେ ସମାନ ସ୍କୋର କରିଛନ୍ତି । ଟେଷ୍ଟ କ୍ରିକେଟରେ ଓଭରାଲ ୯ ଥର ଏ ଭଳି ସଂଯୋଗ ସୃଷ୍ଟି ହୋଇଛି । ଭାରତର ପ୍ରଥମ ଇନିଂସ ସ୍କୋର ୩୮୭ ରନ ଜବାବରେ ଇଂଲଣ୍ଡ ସମାନ ସ୍କୋର କରି ଅଲଆଉଟ ହୋଇ ଯାଇଥିଲା । ୧୯୧୦ରେ…

ରେକର୍ଡ ଟେଷ୍ଟ ଖେଳିବା ପରେ ଦଳରୁ ବାଦ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ କ୍ରେଗ ବ୍ରାଥୱେଟଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଛି । ବ୍ରେଥୱେଟ କ୍ରମାଗତ ଭାବେ ୯୦ ଟେଷ୍ଟ ଖେଳି ରେକର୍ଡ କରିବା ପରେ ଏବେ ବାଦ ପଡିଛନ୍ତି । ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜକର କୌଣସି ଖେଳାଳି ଲଗାତାର ଏତେ ମ୍ୟାଚ ଖେଳି…

ସୂର୍ଯ୍ୟମନ୍ଦିର ପ୍ରସ୍ତରର କଳା ଆସ୍ତରଣ ନମୁନା ସଂଗ୍ରହ କଲେ ବିଶେଷଜ୍ଞ ଦଳ

କୋଣାର୍କ: ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ ନେଇ ତପ୍ତରତା ଦେଖାଇଛନ୍ତି । ଆଇଆଇଏମଡି ଓ ଖଣିଜ ସାମଗ୍ରୀ ପ୍ରଯୁକ୍ତି ପ୍ରତିଷ୍ଠାନର ୮ଜଣିଆ ବିଶେଷଜ୍ଞ ଦଳ କୋଣାର୍କ ସୂର୍ଯ୍ୟମନ୍ଦିରରେ ଅନୁଧ୍ୟାନ କରିଛନ୍ତି । ଏହି ଦଳ ନାଟ୍ୟ ମନ୍ଦିର, ଜଗମୋହନ, ଗର୍ଭଗୃହ,…

ଏଫ୍ଏମ୍ କଲେଜର ଛାତ୍ରୀ ଆତ୍ମହୁତି ଘଟଣା; ୩ ଦିନ ଭିତରେ ରିପୋର୍ଟ ଦେବାକୁ ଏନସିଡବ୍ଲୁର ଦାବି

ଭୁବନେଶ୍ୱର: କ୍ୟାମ୍ପସରେ ନିର୍ଯାତନା ନେଇ ବାଲେଶ୍ୱରର ଏଫ୍ଏମ୍ (ସ୍ୱୟଂଶାସିତ) କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) ରବିବାର ଓଡ଼ିଶା ସରକାରଙ୍କୁ ତିନି ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ଦାବି କରିଛି। ଏନେଇ…