ହୁତୁହୁତୁ ହୋଇ ଜଳିଲା ଡିଜେଲ ଭର୍ତି ଟ୍ରେନ..
ଚେନ୍ନାଇ: ତାମିଲନାଡୁର ତିରୁଭଲ୍ଲୁର ନିକଟରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିବା ପରେ ଆରାକ୍କୋନମ ଏବଂ ଚେନ୍ନାଇ ମଧ୍ୟରେ ଟ୍ରେନ ସେବା ବନ୍ଦ ରହିଛି।
ସୂଚନା ଅନୁଯାୟୀ, ନିଆଁ ମାଲବାହୀ ଟ୍ରେନର ପାଞ୍ଚଟି କୋଚକୁ ବ୍ୟାପିଯାଇଥିଲା। ଯଦିଓ ଏଥିରେ କୌଣସି ଜୀବନହାନି କିମ୍ବା ଆହତ ହେବାର କୌଣସି…