ପାକିସ୍ତାନରେ ପୋଷା ବାଘ, ସିଂହ ସଉକ
ନୂଆଦିଲ୍ଲୀ: ପାକିସ୍ତାନରେ ଘରେ ବାଘ ପାଳିବା ସଉକକୁ ନେଇ ବିବାଦ । ଗତ ସପ୍ତାହରେ ପଞ୍ଜାବର ଲାହୋରରେ ପିଞ୍ଜରାରୁ ଖସି ଯାଇଥିବା ଏକ ବାଘ ଆକ୍ରମଣରେ ଜଣେ ମହିଳା ଓ ଦୁଇଜଣ ପିଲା ଆହତ ହୋଇଛନ୍ତି । ମହିଳା ସାମାନ୍ୟ ଆହତ ହୋଇଥିବା ବେଳେ ୫ ଓ ୭ବର୍ଷୀୟ ଦୁଇ ପିଲାଙ୍କୁ ହସପିଟାଲରେ ଭର୍ତ୍ତି…