ବଜ୍ରାଘାତରେ ଚାଲିଗଲା ୩ଶ୍ରମିକଙ୍କ ଜୀବନ
ବାଲେଶ୍ବର: କେନାଲ କାମ କରୁଥିବାବେଳେ ଟଳିପଡ଼ିଲେ ଶ୍ରମିକ। ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରେ ୨ ମହିଳା, ଜଣେ ଜେସିବି ଅପରେଟର ବୋଲି ଜଣାପଡ଼ିଛି। ନୀଳଗିରି ଅଞ୍ଚଳର ଛତ୍ରପୁର ନିକଟରେ ଶନିବାର ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ମାମି ସିଂ, ବଢ଼େଇପଲା ଓ ଅଜିତ କୁମାର ହାଜିଦା।
ବରହମପୁର…