ଆରଏସଏସର ଖାକି ପ୍ୟାଣ୍ଟର କାହାଣୀ, କଂଗ୍ରେସ ସହ ରହିଛି ଲିଙ୍କ୍?
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ଏବେ ଶହେ ବର୍ଷ ପୁରୁଣା। ଏହା ୧୯୨୫ ମସିହାରେ ବିଜୟାଦଶମୀରେ ପ୍ରତିଷ୍ଠିତ ହୋଇଥିଲା। ଡକ୍ଟର କେଶବ ବଳିରାମ ହେଡଗେୱାର RSS ପ୍ରତିଷ୍ଠା କରିଥିଲେ। RSS ୱେବସାଇଟ ରେ କୁହାଯାଇଛି ଯେ ଏହାର ପ୍ରତିଷ୍ଠା ସମୟରେ, ଏହାର ୟୁନିଫର୍ମରେ ଖାକି ସାର୍ଟ,…