ଐତିହାସିକ ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ପଟେ ଯାତାୟାତ କରିବେ…
କଟକ: କଟକ ସହରରେ ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମହାନଦୀ କୂଳରେ ଅନୁଷ୍ଠିତ ହେବାକୁ ଥିବା ବାଲିଯାତ୍ରା ମହୋତ୍ସବରେ ବହୁ ସଂଖ୍ୟକ ଦର୍ଶକ ଏବଂ ଯାନବାହାନ ଭିଡ଼ ହେବାର ସମ୍ଭାବନା ରହିଛି।
ଏହାକୁ ଦୃଷ୍ଟିରେ ରଖି କଟକ ସହରର ବିଭିନ୍ନ ରାସ୍ତାରେ ଯାନବାହାନ ଗୁଡିକର…