Campus Drug free: କଲେଜ କ୍ୟାମ୍ପସକୁ କରାଯିବ ନିଶାମୁକ୍ତ; ନିଯୁକ୍ତ ହେବେ ଆଣ୍ଟି ଡ୍ରଗ୍ ଇନ୍ସପେକ୍ଟର
ଭୁବନେଶ୍ବର: ପ୍ରତି କ୍ୟାମ୍ପସ୍ରେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର ନିଯୁକ୍ତ ହେବେ। କଲେଜ ଏବଂ ବିଶ୍ବ ବିଦ୍ୟାଳୟର ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କୁ ମଧ୍ୟ ଏନେଇ ଦାୟିତ୍ବ ଦିଆଯିବ।
କ୍ୟାମ୍ପସ୍କୁ ନିଶାମୁକ୍ତ କରିବାକୁ ସରକାରଙ୍କ ପ୍ରୟାସ ଆରମ୍ଭ କରିବେ । ଏନେଇ ୟୁଜିସି ପକ୍ଷରୁ…