ଆମେରିକାରେ ନାଗରିକତା ପାଇଁ କଣ ରହିଛି ନିୟମ? ଜାଣନ୍ତୁ କେମିତି ବାହାର ହେବେ ଏଲନ ମସ୍କ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉଦ୍ୟୋଗପତି ଏଲନ୍ ମସ୍କ କିଛି ଦିନ ତଳେ ପରସ୍ପର ସହ ନିକଟତର ଥିବା ଦେଖାଯାଉଥିଲା। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ମଧ୍ୟ ଏଲନ୍ ମସ୍କ ସବୁଆଡେ ଦେଖା ଦେଉଥିଲେ। କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି ଏବଂ ଉଭୟଙ୍କ ମଧ୍ୟରେ ଥିବା…