କାହିଁକି ଗାଜା ପ୍ରସ୍ତାବରେ ରାଜି ହେବାକୁ ପ୍ରସ୍ତୁତ ଇସ୍ରାଏଲ?, ହମାସ ଏବେବି କରୁଛି ବିଚାର….
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ, ସମସ୍ତଙ୍କ ନଜର ଗାଜାରେ ଯୁଦ୍ଧବିରତି ଉପରେ ରହିଛି। ଏହାକୁ ନେଇ ବଡ ସଙ୍କେତ ଦେଇଛି ଇସ୍ରାଏଲ । ଆମେରିକୀୟ ଖବରକାଗଜ 'ଦି ନ୍ୟୁୟର୍କ ଟାଇମ୍ସ' ସୂତ୍ରକୁ ଉଦ୍ଧୃତ କରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗାଜାରେ ଏକ ସମ୍ଭାବ୍ୟ…