ବାହୁଡା଼ ଯାତ୍ରା ଓ ସୁନାବେଶ ପାଇଁ ଟ୍ରାଫିକ୍ ନିୟମାବଳୀ ଜାରି କଲା ପୁରୀ ପୋଲିସ
ପୁରୀ: ଜୁଲାଇ ୫ ଓ ୬ରେ ପୁରୀରେ ବାହୁଡା ଯାତ୍ରା ଏବଂ ସୁନାବେଶ ସମୟରେ ସୁଗମ ଯାନବାହାନ ଚଳାଚଳ ଏବଂ ଉତ୍ତମ ଭିଡ଼ ପରିଚାଳନା ପାଇଁ ଜିଲ୍ଲା ପୋଲିସ ଗୁରୁବାର ଏକ ଟ୍ରାଫିକ ପରାମର୍ଶ ଜାରି କରିଛି।
ତଦନୁଯାୟୀ, ବ୍ରହ୍ମଗିରି, ଭୁବନେଶ୍ୱର ଏବଂ କୋଣାର୍କରୁ ପୁରୀକୁ ଆସୁଥିବା ଚାରି ଚକିଆ, ଦୁଇ…