Latest Odisha News

BREAKING NEWS

ଛଠ ପର୍ବ ନେଇ ପ୍ରଧାନମନ୍ତ୍ରୀଙ୍କ ଖାସ୍ ଅପିଲ୍; ବିଶ୍ୱ ଶୁଣିବ ଛଠ୍ ଦେବୀଙ୍କ ଗୀତ, ବିହାରବାସୀ ହେବେ ଗର୍ବିତ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ମହାନ ପର୍ବ ଛଠ୍ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବପ୍ରବଣ ବାର୍ତ୍ତା ସେୟାର କରି ଦେଶବାସୀଙ୍କୁ ଏକ ବିଶେଷ ନିବେଦନ…

ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ; ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ। ୨ ଆତଙ୍କବାଦୀ ଗିରଫ। IED ବିସ୍ଫୋରଣ ପାଇଁ ଯୋଜନା କରୁଥିବା ISIS ମଡ୍ୟୁଲ୍ ଧ୍ୱଂସ। ଗୁଇନ୍ଦା ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ର ମିଳିତ ରେଡ୍ ହୋଇଛି। ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ISIS ଲିଙ୍କ୍‌ ନେଇ ତନାଘନା ଜାରି…

Bihar Polls: ସମସ୍ତିପୁରରୁ ବିହାର ଲଢେଇର ରଣହୁଙ୍କାର ଭରିଲେ ପ୍ରଧାନମନ୍ତ୍ରୀ ମୋଦି, RJDକୁ କଲେ କଡା ଟାର୍ଗେଟ…

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ସମସ୍ତିପୁର ଜିଲ୍ଲାରେ ବିଧାନସଭା ନିର୍ବାଚନ ପାଇଁ NDAର ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତିପୁରରେ ଏକ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ରାଲି ବିହାର ରାଜନୀତିରେ…

ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡିଲା ମହଙ୍ଗା; ୪ ଗିରଫ

କେନ୍ଦୁଝର: ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ । ଏଭଳି ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗାଁରେ । ଜଣେ ବ୍ୟକ୍ତି ଧାନ କାଟି ଫେରୁଥିବା ବେଳେ ପାଣି ପିଇବା ପାଇଁ ଜଣେ ମହିଳାଙ୍କ ନିକଟକୁ ଯାଇଥିଲେ । ସେହି ସମୟରେ…

Pakistan-Taliban Clash: ଅମାନିଆ ପାକିସ୍ତାନକୁ ସାବାଡ୍ କରିବ ପାଣି!

ନୂଆଦିଲ୍ଲୀ: ଟୋପାଏ ପାଣି ପାଇଁ ବିକଳ ହେବ ପାକିସ୍ତାନ...ରକ୍ତର ମୂଲ୍ୟ ପାଣିରେ ଦେବ...ସିନ୍ଧୁ ନଦୀ ପାଇଁ ପୂର୍ବରୁ କାନ୍ଦୁଛି...ଏବେ ଭାରତର ନୀତି ଆପଣାଇଲାଣି ଆଫଗାନ୍...କାବୁଲ ନଦୀ ନେଇ ମନରେ ଛନକା... ପହଲଗାମ୍ ଆକ୍ରମଣ ପରେ ଭାରତ ଯେପରି ପାକିସ୍ତାନ ବିରୁଦ୍ଧରେ ସିନ୍ଧୁ ଜଳ…

ମଧ୍ୟପ୍ରଦେଶରୁ ଲୋପ ପାଇଯିବେ କି ଗଧ

ଭୋପାଳ: ମଧ୍ୟପ୍ରଦେଶରେ ଗଧଙ୍କ ସଂଖ୍ୟା କମିବାରେ ଲାଗିଛି । ପରିସ୍ଥ୍‌ିତି ଏ ଭଳି ହୋଇଛି ଯେ, ଏଠାରେ ଗଧ ଲୋପ ପାଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଗ୍ରାମୀଣ ଭାରତରେ ଗଧ ସର୍ବଦା ପରିବହନ ଓ ବ୍ୟବସାୟର ମୂଖ୍ୟ ଆଧାର ରହି ଆସିଛି । ୩ ଦଶକ ମଧ୍ୟରେ ୯୪ ପ୍ରତିଶତ ଗଧଙ୍କ ସଂଖ୍ୟା କମିଛି । ୧୯୯୭ରେ…

Andhra Bus Tragedy: କୁର୍ଣ୍ଣୁଲ ବସ୍ ଟ୍ରାଜେଡି: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ସହାୟତା…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲାରେ ହାଇଦ୍ରାବାଦ-ବେଙ୍ଗାଲୁରୁ ହାଇୱେରେ ବସରେ ନିଆଁ ଲାଗିଯିବାରୁ ୨୦ ଜଣଙ୍କ ଜୀବନ ଚାଲିଯାଇଛି। ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ଅଘଟଣ ଘଟଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ…

ଟିପିଏସ୍ଓଡିଏଲ୍ କର୍ମଚାରୀଙ୍କ ସୌର ଶକ୍ତି ଓ ସୁରକ୍ଷା ସଚେତନତା ଯାତ୍ରା

ବ୍ରହ୍ମପୁର: ସୌର ଶକ୍ତିକୁ ଆପଣେଇବା ଏବଂ ବୈଦ୍ୟୁତିକ ସୁରକ୍ଷା ନିୟମକୁ ପାଳନ କରିବାର ବାର୍ତ୍ତା ନେଇ ଦୀର୍ଘ ୬୩୯ କିମି ପଥ ଅତିକ୍ରମ କରି ନିଜର ସଚେତନତା ଯାତ୍ରା ଶେଷ କରିଛନ୍ତି ସୌମ୍ୟ ରଞ୍ଜନ ଲେଙ୍କା । ଟିପିଏସ୍ଓଡିଏଲର ପ୍ରୋଜେକ୍ଟ ବିଭାଗରେ ଟିମ୍ ଲିଡ୍ ଭାବରେ କାର୍ଯ୍ୟରତ ଅଛନ୍ତି ଲେଙ୍କା…

ତୃତୀୟ ଦିିନିକିଆ, ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ଆଡିଲେଡ: ଭାରତ ବିପକ୍ଷ ତୃତୀୟ ଦିନିକିଆ ଓ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଟିମ ତାର ଦଳ ଘୋଷଣା କରିଛି । ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମୁକାବିଲା ସିଡନୀରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ମାର୍ନସ ଲାବୁଶେନଙ୍କ ରିଲିଜ…

Piyush Pandey: ଅବକି ବାର୍ ମୋଦି ସରକାର…କୁଛ୍ ଖାସ୍ ହୈ…ଆଉ ନାହାନ୍ତି ଭାରତର ବିଜ୍ଞାପନ ଜଗତର ଯାଦୁକର…

ନୂଆଦିଲ୍ଲୀ: ଭାରତୀୟ ବିଜ୍ଞାପନ ଜଗତର ସ୍ୱର, ହସ ଏବଂ ସୃଜନଶୀଳତାର ମୁହଁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେ ଆଉ ଆମ ଗହଣରେ ନାହାନ୍ତି। ସେ ଶୁକ୍ରବାର ୭୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ପାଣ୍ଡେ କେବଳ ଜଣେ ବିଜ୍ଞାପନ ବିଶେଷଜ୍ଞ ନଥିଲେ, ବରଂ ଜଣେ କାହାଣୀକାର ଥିଲେ ଯିଏ ଭାରତୀୟ…