Latest Odisha News

BREAKING NEWS

ଋଣ ନେଥିବା ବ୍ୟକ୍ତିର ମୃତ୍ୟୁ ହେଲେ କିଏ ଭରିଥାଏ ଇଏମଆଇ ? ଜାଣନ୍ତୁ ବ୍ୟାଙ୍କର କ’ଣ ରହିଛି ନିୟମ…

ଭୁବନେଶ୍ୱର: ଆଜିର ସମୟରେ କାର, ମୋବାଇଲ୍, ଘର କିମ୍ବା ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ କିଣିବା ପାଇଁ ବ୍ୟାଙ୍କ ଋଣ ନେବା ଏକ ସାଧାରଣ କଥା ହୋଇଯାଇଛି। କିନ୍ତୁ ଯଦି ଋଣ ନେଇଥିବା ବ୍ୟକ୍ତିଙ୍କର ଅଚାନକ ମୃତ୍ୟୁ ହୁଏ, ତେବେ ଋଣର ଦାୟିତ୍ୱ କାହା ଉପରେ ପଡ଼େ? ଏହି ପ୍ରଶ୍ନ ଅନେକଙ୍କ ମନରେ ଆସିଥାଏ।…

Amazonରେ ସପିଂ କରିବା ଏବେ ମହଙ୍ଗା ହେବ ! ସବୁ ଅର୍ଡରରେ ଏତେ ଟଙ୍କା ନୂଆ ଚାର୍ଜ

ନୂଆଦିଲ୍ଲୀ: ଯଦି ଆପଣ ଅନଲାଇନ୍‌ ସପିଂର ଶୌକିନ ଏବଂ ଛୋଟ-ବଡ଼ ଜିନିଷ ପାଇଁ ଆମାଜନରେ ଭରସା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ ଆମାଜନରେ ଅର୍ଡର କରିବା ସମୟରେ ପ୍ରୋଡକ୍ଟର ମୂଲ୍ୟ ସହିତ ୫ ଟଙ୍କାର ଅତିରିକ୍ତ ଶୁଳ୍କ ଯୋଡ଼ା ଯିବ। ଏହି ନୂଆ ଶୁଳ୍କକୁ ‘ମାର୍କେଟପ୍ଲେସ୍‌…

ପର୍ଦ୍ଦାଫାସ:ପାକିସ୍ତାନୀ ସବ୍‌-ଇନ୍ସପେକ୍ଟରଙ୍କ ସହ ଜ୍ୟୋତିଙ୍କ ରହିଛି ଲିଙ୍କ୍‌ !

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ଆଉ ଏକ ଖୁଲସା ହୋଇଛି । ପାକିସ୍ତାନ ପୋଲିସର ଅବସରପ୍ରାପ୍ତ ସବ୍‌-ଇନ୍ସପେକ୍ଟର ନାସିର ଢିଲୋ ଏବଂ ଭାରତୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ମଧ୍ୟରେ ଲିଙ୍କ୍‌ ଥିବା…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ, ରୋହିତଙ୍କ ସହ ସମକକ୍ଷ ହେଲେ ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ

ଲଣ୍ଡନ: ଇଂଲଣ୍ଡର ଜୋସ ବଟଲର ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ରେକର୍ଡ ଭଙ୍ଗ କରିବା ସହ ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବଟଲର ଏହି ମ୍ୟାଚରେ ୯୬ ରନର ବିସ୍ଫୋରକ ଇନିଂସ…

ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ ସହ ବର୍ଷା , ଏହି ଜିଲ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ..

ଭୁବନେଶ୍ବର: ଆଗାମୀ ୨-୩ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ଝଡ ବର୍ଷା ହେବାର ସମ୍ଭାବନା ରହିଛି । ୩୦-୪୦ କିଲୋମିଟର ବେଗରେ ପବନ ବହିବ ଏଥିସହ କିଛି ଜିଲ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଅନୁଗୁଳ, ଯାଜପୁର,…

ବିଗିଡ଼ିଲା ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପୁଣି ବିଗିଡିଲା ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା। ସିମଲାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଶନିବାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (IGMC) କୁ ନିଆଯାଇଥିଲା।…

ସୁନା ହେବ ସୁବର୍ଣ୍ଣପୁର ଜିଲ୍ଲା;ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ 

ସୁବର୍ଣ୍ଣପୁର: ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୮୦ କୋଟି…

ଏଥର ଲୁଣରେ ଚାଲିବ ସ୍କୁଟର

ପେଟ୍ରାଲ, ଡିଜେଲ ଓ ଲିଥିୟମ ବ୍ୟାଟେରୀରେ ସ୍କୁଟର ଚାଲୁଥିବା ଆମେ ଜାଣିଛେ । ଏବେ ଚୀନ ଏହାଠାରୁ ଆଉ ପାଦେ ଆଗେଇ ଯାଇଛି । ରିପୋର୍ଟ ମୁତାବକ ଚୀନ ଲୁଣରେ ଚାଲୁଥିବା ସ୍କୁଟର ପ୍ରସ୍ତୁତ କରିଛି । ବିଶ୍ୱାସ ହେଉ ନ ଥିଲେ ଏହା ସତ । ଅଧିକାଂଶ ଇଲେକ୍ଟ୍ରିକ ସ୍କୁଟର ଏବେ ଲିଥିୟମ-ଆୟନ ବ୍ୟାଟେରୀରୁ…

ବ୍ରହ୍ମପୁରରେ ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲା, ଏସ୍ପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ପୋଲିସ ଥାନା ଅନ୍ତର୍ଗତ ଗତ ୩ ତାରିଖରେ ଘଟିଥିବା ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ବିଜୁ ଜନତା ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ବ୍ରହ୍ମପୁର ଏସପିଙ୍କୁ ଭେଟି ଉଦବେଗ ପ୍ରକାଶ କରିବା ସହିତ ପୀଡ଼ିତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି…

ବିଶ୍ବ ବ୍ୟାଙ୍କ୍ ରିପୋର୍ଟ: ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ହାର,ଗତ ୧୧ ବର୍ଷ…

ନୂଆଦିଲ୍ଲୀ: ଏକ ଦଶନ୍ଧି ମଧ୍ୟରେ ଭାରତର ଅତ୍ୟନ୍ତ ଦାରିଦ୍ର୍ୟ ହାର ୫.୩ ପ୍ରତିଶତ ହୋଇଛି ,ଯାହା ୨୦୧୧-୧୨ରେ ୨୭.୧ ପ୍ରତିଶତ ଥିଲା । ବିଶ୍ୱ ବ୍ୟାଙ୍କ ନୂତନ ରିପୋର୍ଟରେ ଏହା ପ୍ରକାଶ କରିଛି । ଦେଶରେ ଅତ୍ୟନ୍ତ ଦାରିଦ୍ର୍ୟ ହାର ୨୦୧୧-୧୨ ରେ ୨୭.୧ ପ୍ରତିଶତରୁ ୨୦୨୨-୨୩ ରେ ୫.୩ ପ୍ରତିଶତକୁ…