ପୋକ ଖାଉଛି ମସ୍ତିଷ୍କ; ଗଲାଣୀ ୧୯ ଜୀବନ…
କେରଳ: କେରଳରେ ବର୍ତମାନ "ମସ୍ତିଷ୍କକୁ ଖାଉଥିବା ଆମିବା" ରୋଗ ଚାରିଆଡେ ବ୍ୟାପିବାରେ ଲାଗିଛି। ପ୍ରାଥମିକ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ (PAM) ମାମଲାରେ ତୀବ୍ର ବୃଦ୍ଧି ଦେଖି କେରଳ ସ୍ୱାସ୍ଥ୍ୟ ଅଧିକାରୀମାନେ ବର୍ତମାନ ହାଇ ଆଲର୍ଟ ଜାରି କରିଛନ୍ତି।
ତେବେ ଏହା ହେଉଛି ନେଗ୍ଲେରିଆ…