ଦଶହରା ସମୟରେ ପୂଜା ମଣ୍ଡପରେ ପ୍ଲାଷ୍ଟିକର ବ୍ୟବହାର ନ କରିବାକୁ ବିଏମସିର ଅପିଲ୍
ଭୁବନେଶ୍ୱର: ଚଲିଛି ପାର୍ବଣ ଋତୁ । ପୀଠ ମାନଙ୍କରେ ଶୋଡଷ ଉପଚାର ଚାଲିଥିବାବେଳେ ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଦଶହରା ପର୍ବ । ଦୁର୍ଗାପୂଜା ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ କହିଛି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ।
ବିଏମସି…