Latest Odisha News

BREAKING NEWS

ନା ସାଂସଦ, ନା ବିଧାୟକ….ଆଉ ନିର୍ବାଚନ ଲଢିବେନି ଜୁଏଲ୍ ଓରାମ୍

ଭୁବନେଶ୍ବର: ଆଉ ନିର୍ବାଚନ ଲଢିବେନି କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ୍ । ଆଉ ନିର୍ବାଚନ ଲଢ଼ିବିନି ପୁଣି ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲ୍‌ କିଛି ଏପରି ବୟାନ ଦେଇଛନ୍ତି । ସେ କହିଛନ୍ତି, ଗତ…

ମୋଟାପଣ ନେଉଛି ଜୀବନ ! ପତଳା ହେବାକୁ ରାମଦେବ ବାବା ଦେଲେ ଟିପ୍ସ

ନୂଆଦିଲ୍ଲୀ: ଆମ ଦେଶରେ ୧୦ କୋଟିରୁ ଅଧିକ ଲୋକ ନିଜକୁ ମୋଟା ନୁହେଁ ବୋଲି ଭାବୁଛନ୍ତି, ତଥାପି ସେମାନେ ମୋଟାପଣର ଶିକାର ହେଉଛନ୍ତି। ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଦେଶରେ ୪୩% ଲୋକ ଓଜନ ଅନୁଯାୟୀ ମୋଟା ନୁହନ୍ତି ଓ ଦେଖାଗଲେ ପାତଳା ଲାଗୁଛନ୍ତି। କିନ୍ତୁ…

ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା: ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ

ରାଉରକେଲା: ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ ହୋଇଛି । ସର୍ଚ୍ଚ ଅପରେସନ ବେଳେ ୫ ବଙ୍କର ଠାବ ହୋଇଛି । ସରଣ୍ଡାରେ ମାଓବାଦୀ ବଙ୍କର ଭିତରେ ଗୋଳାବାରୁଦ ଗଚ୍ଛିତ ରଖିଥିବା ଗୁପ୍ତ ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ…

ସୁ-୩୦ ଏମକେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ; ୧୦୦ କିଲୋମିଟରରୁ ଅଧିକ…

ବାଲେଶ୍ୱର: ଶନିବାର ସୁ-୩୦ ଏମକେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମ୍‌କେ-ଆଇ ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଛି । ଓଡ଼ିଶା…

ଆରମ୍ଭ ହୋଇଯାଇଛି Amazon Prime Day Sale, ଶସ୍ତାରେ ମିିଳିବ ସ୍ମାର୍ଟଫୋନ୍, ଫ୍ରିଜ୍ ଓ ଅନେକ ଜନିଷ

ନୂଆଦିଲ୍ଲୀ: ଆସିଗଲା ଆମାଜନ୍ ପ୍ରାଇମ୍ ଡେ ସେଲ୍ । ଜୁଲାଇ ୧୨ ରାତି ୧୨ଟାରୁ ଆରମ୍ଭ ହୋଇଛି ଆମାଜନ୍ ପ୍ରାଇମ୍ ଡେ ସେଲ୍ ! ଏହା ୧୨ରୁ ୧୪ ଜୁଲାଇ ପର୍ଯ୍ୟନ୍ତ ଚାଲିବ  । ଏହି ସେଲ୍‌ରେ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଏୟାର କଣ୍ଡିସନର (ଏସି), ଫ୍ରିଜ୍, ଲାପଟପ୍, ଟାବଲେଟ୍ ଆଦି ଇଲେକ୍ଟ୍ରୋନିକ୍…

ବିମାନ ଦୁର୍ଘଟଣା ପୂର୍ବରୁ ପରସ୍ପର ମଧ୍ୟରେ କ’ଣ କଥା ହୋଇଥିଲେ ପାଇଟଲ୍?: ଆସିଲା ବ୍ଳାକ୍ ବକ୍ସ ତଥ୍ୟ….

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଏକ ମାସ ବିତିଥିବା ବେଳେ ଏବେ ଦୁର୍ଘଟଣା ପଛର ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିଛି । ମାମଲାର ତଦନ୍ତ କରୁଥିବା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଏଆଇବି) ଏହାର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଥିବା ବେଳେ ବ୍ଲାକ…

ସାମ୍ନାକୁ ଆସିଲା ସତ: ଓ୍ବାକଫ୍ ବିଲ ସପକ୍ଷରେ ଭୋଟ ଦେଇଥିଲେ ବିଜେଡିର ୫ ସାଂସଦ….

ନୂଆଦିଲ୍ଲୀ/ଭୁବନେଶ୍ବର: ଯେଉଁ ଓ୍ବାକଫ୍ ବିଲକୁ ନେଇ ବିଜେଡିରେ ରାଜନୈତିକ ଝଡ ଦେଖାଦେଇଥିଲା, ବିଜେଡିର କିଏ କିଏ ଏହି ବିଲ୍ ସପକ୍ଷରେ ଏବଂ କିଏ ଏହି ବିଲ୍ ବିପକ୍ଷରେ ଭୋଟ ଦେଇଥିଲେ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା, ଏବେ ସତ ସାମ୍ନାକୁ ଆସିଛି । ସଂସଦର ଦଲିଲ ଅନୁଯାୟୀ, ଚଳିତ…

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’: ସପକ୍ଷରେ ଅନେକ ବିଚାରପତି, ତ୍ରୁଟି ଦର୍ଶାଇଲେ ପୂର୍ବତନ ମୁଖ୍ୟ ବିଚାରପତି….

ନୂଆଦିଲ୍ଲୀ: ବିଲରେ ପରିଣତ ହୋଇଛି ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ । କେନ୍ଦ୍ର ସରକାର 'ଏକ ରାଷ୍ଟ୍ର, ଏକ ନିର୍ବାଚନ' ସ୍ୱପ୍ନ ପାଇଁ ପ୍ରସ୍ତୁତ ହୋଉଥିବା ବେଳେ ଏହାକୁ ଦେଶର ଅନେକ ପୂର୍ବତନ ମୁଖ୍ୟ ବିଚାରପତି ଏହି ବ୍ୟବସ୍ଥାକୁ ସାମ୍ବିଧାନିକ ଭାବେ ବୈଧ ବୋଲି ବିବେଚନା କରିଛନ୍ତି । କିନ୍ତୁ…

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ଆଜି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗରରୁ ଦକ୍ଷିଣ ପୂର୍ବ ଆଡକୁ ଟ୍ରପ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆସନ୍ତା ୧୩ ତାରିଖରୁ ଅଧିକ ବର୍ଷା ହୋଇପାରେ ବୋଲି…

କେମିତି କାମ କରିନଥିଲା ଦୁଇଟି ଇଞ୍ଜିନ୍…ରିପୋର୍ଟ ସାମ୍ନାକୁ ଆସିବା ପରେ କିଛି ଏପରି କହିଲା ଏୟାର ଇଣ୍ଡିଆ….

ଅହମ୍ମଦାବାଦ: ସାମ୍ନାକୁ ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣା ପଛର ସତ । ୧୨ ଜୁନ୍ ୨୦୨୫ରେ ଅହମ୍ମଦାବାଦରେ ଘଟିଥିବା ଏହି ମର୍ମନ୍ତୁଦ ବିମାନ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଏବେ ମଧ୍ୟ ଲୋକମାନେ ଏହି ଦୁର୍ଘଟଣାକୁ ଭୁଲି ନାହାଁନ୍ତି। ବର୍ତ୍ତମାନ ଏହି ଦୁର୍ଘଟଣାର ରିପୋର୍ଟ ଆସିଛି,…