Kim Jong Un: ଟିଭିରେ ବିଦେଶୀ ଶୋ’ ଦେଖିଲେ ମିଳିବ ମୁତ୍ୟୁଦଣ୍ଡ!
ନୂଆଦିଲ୍ଲୀ: ନିଷ୍ଠୁର ହେବାରେ ଲାଗିଛନ୍ତି କିମ୍ ଜୋଙ୍ଗ ସରକାର । ଦିନକୁ ଦିନକୁ ଉତ୍ତର କୋରିଆରେ ଲୋକଙ୍କ ଉପରେ ସର୍ବୋଚ୍ଚ ନେତା କିମ୍ ଜଙ୍ଗ-ଉନଙ୍କ ଅତ୍ୟାଚାର ନିରନ୍ତର ବୃଦ୍ଧି ପାଉଛି । ଏହାରି ଭିତରେ ଏବେ ଜାତିସଂଘ ରିପୋର୍ଟରେ ଉନ୍ ସରକାରଙ୍କ ଆଉ ଏକ ନିଷ୍ଠୁରତା ପଦାକୁ ଆସିଛି ।…