Baliyatra 2025: ବାଲିଯାତ୍ରାରେ ଟଳିଲା ବଡ଼ ଧରଣର ଅଘଟଣ;ଦୋଳି ହେଲା ଅଚଳ…ଫସିଲେ ୧୬
କଟକ:ଐତିହାସିକ କଟକ ବାଲିଯାତ୍ରାରେ ଟଳିଲା ବଡ ବିପଦ । ଏକ ଦୋଳି ଅଚଳ ହେବାରୁ ଶୂନ୍ୟରେ ଏଥିରେ ବସିଥିବା ୧୬ ଜଣ ଲୋକ ଫସି ରହିଥିଲେ । ଏକ ଦୋଳିର ମଟରଟି ଖରାପ ହୋଇଯାଇଥିଲା । ଏଥିରେ ଲୋକଙ୍କ ସହ କୁନିକୁନି ପିଲା ଫସିଯାଇଥିଲେ । ୨ ଘଣ୍ଟା ଧରି ୭୦ ଫୁଟ୍ ଉପରେ ଏମାନେ ଫସି ରହିଥିବା ସୂଚନା…