Al Qaida Gujarat Case Conspiracy:ଅଲକାଏଦା ଗୁଜରାଟ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ NIAର ୫ରାଜ୍ୟରେ ଚଢ଼ାଉ
ନୂଆଦିଲ୍ଲୀ:ଅଲକାଏଦା ଗୁଜରାଟ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ପାଞ୍ଚଟି ରାଜ୍ୟର ଦଶଟି ସ୍ଥାନରେ ଚଢାଉ କରିଛି । ଗୁରୁବାର ଦିନ ଅଧିକାରୀମାନେ କହିଛନ୍ତି ଯେ ଏହି ମାମଲାରେ ଅବୈଧ ବାଂଲାଦେଶୀ ପ୍ରବାସୀ ସାମିଲ ଅଛନ୍ତି।
ଏଜେନ୍ସିର ଜଣେ ମୁଖପାତ୍ର ଏକ…