ଏହି ବର୍ଷ ପୁଣି ମୋବାଇଲ ଗ୍ରାହକଙ୍କୁ ଲାଗିପାରେ ଝଟ୍କା, ମହଙ୍ଗା ହେବ ରିଚାର୍ଚ୍ଚ ପ୍ଲାନ
ନୂଆଦିଲ୍ଲୀ: ଭାରତର ମୋବାଇଲ ଗ୍ରାହକଙ୍କୁ ପୁଣି ଏକ ବଡ଼ ଝଟକା! ଭାରତର ମୋବାଇଲ ଗ୍ରାହକମାନଙ୍କୁ ୨୦୨୫ ଶେଷ ସୁଦ୍ଧା ପୁଣି ଏକ ବଡ଼ ଝଟକା ଲାଗିପାରେ। ରିପୋର୍ଟ ଅନୁସାରେ, ଟେଲିକମ୍ କମ୍ପାନୀମାନେ ଏହି ବର୍ଷ ଶେଷ ସୁଦ୍ଧା ରିଚାର୍ଜ ପ୍ଲାନ୍ଗୁଡ଼ିକୁ ପୁନର୍ବିଚାର କରିବାକୁ ଯୋଜନା କରୁଛନ୍ତି।…