ଫିଲ୍ମ ‘ଅନନ୍ତା’ ଦେଖିବେ ଡିଏଭି ସ୍କୁଲ ଛାତ୍ରଛାତ୍ରୀ
ଭୁବନେଶ୍ୱର: ସାରା ଓଡିଶାରେ ଥିବା ୬୩ ଡିଏଭି ସ୍କୁଲର ୭୫୦୦୦ ଇଂରାଜୀ ମିଡିୟମ ଛାତ୍ରଛାତ୍ରୀଙ୍କୁ ଅନନ୍ତା ଦେଖାଇବାକୁ ସର୍କୁଲାର ଜାରି କରିଛନ୍ତି ଡିଏଭି ସ୍କୁଲ ନେଟୱର୍କର ରିଜିଓନାଲ ଡାଇରେକ୍ଟୋର DR K C Satapathy।
ଅନନ୍ତା ସିନେମାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାହିତ୍ୟ ଓ…