ଦେଶର ସବୁଠୁ ବଡ଼ ଦାନୀ, ଦାନରେ ଦେଇଦେଲେ ୧୦,୧୨୨ କୋଟି
ନୂଆଦିଲ୍ଲୀ: ସାରା ବିଶ୍ୱରେ ଅଗଣିତ ରୋଜଗାର କରୁଥିବା ଲୋକ ଥିଲେ ମଧ୍ୟ ଅନ୍ୟମାନଙ୍କୁ ଦାନ କିମ୍ବା ସାହାଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା କମ। ତଥାପି ଆମ ଦେଶର କିଛି ପ୍ରମୁଖ ବ୍ୟକ୍ତିବିଶେଷଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ରୋଜଗାର ଏବଂ ଦାନ ଉଭୟରେ ଶୀର୍ଷରେ ଅଛନ୍ତି। ଏଡେଲଗିଭ ହୁରୁନ…