Latest Odisha News

BREAKING NEWS

ଜାଡେଜାଙ୍କ ମନ ଭାଙ୍ଗିଦେଲେ ଗମ୍ଭୀର

ନୂଆଦିଲ୍ଲୀ: ଆଗାମୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଶୁଭମନ ଗିଲ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ନେବେ । ଏଥିପାଇଁ ଦଳଘୋଷଣା ଆଉ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି । ଇତି ମଧ୍ୟରେ ଏକ ଖବର ଏବେ ପୂନର୍ବାର ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି । ରୋହିତ ଶର୍ମା, ବିରାଟ…

୪ ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣାର ଛାନଭିନ୍‌ ଆରମ୍ଭ କଲା ଏନଆଇଏ ଟିମ୍

ରାଉରକେଲା:ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ମାଓବାଦୀ ୪ ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣାକୁ ନେଇ ଛାନଭିନ୍‌ । ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ପୋଲିସ ଥାନା ଅଞ୍ଚଳରୁ ଗତ ମଙ୍ଗଳବାର ଲୁଟ୍‌ ହୋଇଥିଲା ପ୍ରାୟ ୪ ଟନ୍‌ ବିସ୍ପୋରକ ସାମଗ୍ରୀ। ମାଓବାଦୀ ବିସ୍ଫୋରକ ଦ୍ରବ୍ୟ ଉଦ୍ଧାର ହୋଇ ପାରି ନ…

ସର୍ବସାଧାରଣ ସ୍ଥାନରେ ଖୁବଶିଘ୍ର ହେବ ବ୍ରେଷ୍ଟଫିଡ଼ିଂ ରୁମ୍: ପ୍ରଭାତୀ ପରିଡା

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁବାର ଘୋଷଣା କରିଛନ୍ତି ଯେ ଦୁଇରୁ ତିନି ମାସ ମଧ୍ୟରେ ମଲ୍, ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡ ଭଳି ସାର୍ବଜନୀନ ସ୍ଥାନରେ ଡେଡିକେଟେଡ୍ ବ୍ରେଷ୍ଟଫିଡ଼ିଂ ରୁମ୍ ସ୍ଥାପନ କରାଯିବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ…

ବିଜେପିର ସୁପର ସ୍ପୋକ୍ସପର୍ସନ ଥରୁର !

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକ ନେଇ ଶଶି ଥରୁରଙ୍କ ବୟାନ ପରେ ଅସହଜ କଂଗ୍ରେସ। ଦଳ ଭିତରୁ ହିଁ ଥରୁରଙ୍କୁ ହେଲାଣି ଜୋରଦାର ବିରୋଧ। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପର ସ୍ପୋକ୍ସପର୍ସନ ବି କହିଲେଣି କଂଗ୍ରେସ ନେତା। ନିକଟରେ ପାନାମାରେ ଅଭିଭାଷଣ ରଖି ଥରୁର କହିଥିଲେ, ୨୦୧୬ରେ…

ଏଇଥି ପାଇଁ ଭାଙ୍ଗିଗଲା ଟ୍ରମ୍ପ-ମସ୍କ ଯୋଡି !

ନୂଆଦିଲ୍ଲୀ: ଟ୍ରମ୍ପ ସରକାରରୁ ବାହାରିଗଲେ ଏଲନ ମସ୍କ। ଭାଙ୍ଗିଗଲା ଟ୍ରମ୍ପ-ମସ୍କ ଯୋଡି। ଆମେରିକା ପ୍ରଶାସନରୁ ଅଲଗା ହେବାକୁ ମସ୍କଙ୍କ ଘୋଷଣା। ଟ୍ରମ୍ପଙ୍କ ସାଥ୍ ଛାଡିଦେଲେ ଏଲନ ମସ୍କ। ପୁଣି ଆମେରିକା ରାଜନୀତିକୁ ହଲଚଲ କରିଛନ୍ତି ଟେସଲା ତଥା ସ୍ପେସେକ୍ସର ସିଇଓ ଏଲନ ମସ୍କ। ଏଥର ଚର୍ଚ୍ଚାର…

ଲାଞ୍ଚ ନେଇ ଧରାପଡ଼ିଲେ କ୍ଷୁଦ୍ର ଜଳସେଚନ ବିଭାଗର ୨ କର୍ମଚାରୀ

ପାରଳାଖେମୁଣ୍ଡି: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ ୨ କର୍ମଚାରୀ । ୨ ଜଣ ହେଲେ କ୍ୟାସିଅର ନରେଶ ପଟ୍ଟନାୟକ, ଆକାଉଣ୍ଟାଣ୍ଟ ସୁରଜ ପ୍ରସାଦ ଜୟସ୍ବାଲ । ଉଭୟ ଜଣେ ଠିକାଦାରଙ୍କ ୪ଟି କାମର ବିଲ୍‌ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।…

ମହିଳାଙ୍କୁ ବେଶୀ କରୋନା ଭୟ…..ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତରେ ପୁଣି ମୁଣ୍ଡ ଟେକିଥିବା କରୋନା ମାମଲାରେ ମହିଳାଙ୍କ ସଂଖ୍ୟା ବହୁତ ଅଧିକ ଦେଖାଯାଇଛି। ଯଦି ଏହି ସଂଖ୍ୟାକୁ ଆକଳନ କରାଯାଏ, ତେବେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବା ଉଚିତ ବୋଲି ସତର୍କ କରାଉଛନ୍ତି ଡାକ୍ତର । ଗାଜିଆବାଦରେ ମିଳିଥିବା ରୋଗୀଙ୍କ ମଧ୍ୟରୁ…

ପୁରୀରେ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ

ଭୁବନେଶ୍ୱର: ବୈଜ୍ଞାନିକ ହସ୍ତକ୍ଷେପ ମାଧ୍ୟମରେ ଭାରତୀୟ କୃଷିକୁ ପରିବର୍ତ୍ତନ କରିବା ପାଇଁ ଏକ ଦେଶବ୍ୟାପୀ ଅଭିଯାନ 'ବିକଶିତ କୃଷି ସଂକଳ୍ପ ଅଭିଯାନ' ଗୁରୁବାର ଦିନ ପୁରୀର ସାକ୍ଷୀଗୋପାଳରେ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

୨ଲସ୍କର ହାଇବ୍ରିଡ୍ ଆତଙ୍କବାଦୀ କଲେ ଆତ୍ମସମର୍ପଣ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶୋପିଆନରେ ଦୁଇ ଜଣ ଲସ୍କର ଆତଙ୍କବାଦୀ ଭାରତୀୟ ସେନା ଓ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଆତଙ୍କବାଦୀମାନଙ୍କୁ ଇରଫାନ ବଶିର ଏବଂ ଉଜୈର ସଲାମ ଭାବରେ ଚିହ୍ନଟ କରାଯାଇଛି। ଗତକାଲି ସୁରକ୍ଷା ବାହିନୀ ଜିଲ୍ଲାର ବାସ୍କୁଚାନ ଅଞ୍ଚଳରେ ଏକ ସର୍ଚ୍ଚ…

ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଦୀକ୍ଷା ଗ୍ରହଣ କଲେ ଆର୍ମି ଚିଫ୍: ଦକ୍ଷିଣାରେ ମାଗିଲେ ପିଓକେ….

ନୂଆଦିଲ୍ଲୀ: ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ତାଙ୍କ ପତ୍ନୀ ସୁନିତା ଦ୍ୱିବେଦୀଙ୍କ ସହିତ ପ୍ରଭୁ ଶ୍ରୀ ରାମଙ୍କ ତପଭୂମି ଚିତ୍ରକୂଟରେ ପହଞ୍ଚିଥିଲେ। ସେ ଶ୍ରୀ ତୁଳସୀ ପୀଠରେ ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କଠାରୁ ଆଧ୍ୟାତ୍ମିକ ଦୀକ୍ଷା ନେଇଥିଲେ। ଏହି ଅବସରରେ, ସେନା…