ମନମୋହନ ସାମଲଙ୍କ ପୁଣି ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା, ବଢୁଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସସ୍ପେନ୍ସ !
ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଗଲେ ମନମୋହନ । ନୂଆଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିନକ ପୂର୍ବରୁ ସେ ଦିଲ୍ଲୀ ଗସ୍ତରୁ ଫେରିଥିଲେ। ଗତକାଲି ଦିଲ୍ଲୀ ଗସ୍ତରୁ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଫେରିଥିଲେ। ଗତକାଲି ହଠାତ୍ ବିଳମ୍ବିତ ରାତିରେ ସେ ପୁଣି…