Pitabas Murder Case: ପୀତବାସ ହତ୍ୟା ମାମଲା, ରିମାଣ୍ଡରେ ଗଲେ ଉମା ଓ କୁରୁପତି
ବ୍ରହ୍ମପୁର: ରିମାଣ୍ଡରେ ଗଲେ ଉମା ବିଷୋୟୀ ଓ କୁରୁପତି ଭୂୟାଁ। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପୋଲିସ। ହତ୍ୟାର ସତ ଓଗାଳୁଛନ୍ତି ତଦନ୍ତ ଅଧିକାରୀ।…