Latest Odisha News

BREAKING NEWS

ମୋଟା ଲୋକଙ୍କ ପାଇଁ ଖୁସି ଖବର ! ହେବନି ହୃଦ୍‌ରୋଗ, ଚମକାଇଲା ଗବେଷଣା

ନୂଆଦିଲ୍ଲୀ: ମୋଟାପଣକୁ ନେଇ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଚକିତ କରିଦେଉଥିବା ଖୁଲାସା ହୋଇଛି। ଏହି ଅଧ୍ୟୟନରେ ମୋଟାପଣ ଓ ହୃଦ୍‌ରୋଗର ସମ୍ପର୍କକୁ ଚ୍ୟାଲେଞ୍ଜ କରାଯାଇଛି। ସାଧାରଣତଃ ଧାରଣା କରାଯାଏ ଯେ ମୋଟାପଣ ହୃଦ୍‌ରୋଗ ଓ ଉଚ୍ଚ କୋଲେଷ୍ଟ୍ରଲର ବିପଦ ବଢ଼ାଏ, କିନ୍ତୁ ନିକଟରେ ହୋଇଥିବା ଏକ…

ପୃଥିବୀର ୧୨୦ କୋଟି କିଲୋମିଟର ଦୂରରେ ରହସ୍ୟମୟ ଘଟଣା, ବୈଜ୍ଞାନିକ ତାଜୁବ

ନୂଆଦିଲ୍ଲୀ: ପୃଥିବୀରୁ ପ୍ରାୟ ୧୨୦ କୋଟି କିଲୋମିଟର ଦୂରରେ, ସୌରମଣ୍ଡଳର ରହସ୍ୟମୟ ଚନ୍ଦ୍ର ଟାଇଟାନ୍‌ରେ ଏକ ଏଭଳି ଆବିଷ୍କାର ହୋଇଛି ଯାହା ବିଜ୍ଞାନର ପୁରୁଣା ଧାରଣାକୁ ବଦଳାଇ ଦେଇଛି। ନାସାର ଜେଟ୍ ପ୍ରୋପଲସନ୍ ଲାବୋରେଟୋରୀ ଓ ସ୍ୱିଡେନ୍‌ର ଚାଲମର୍ସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ…

ଗୁଗୁଲରେ ଇଣ୍ଟର୍ଣ୍ଣଶିପ୍ କରିବାର ବଡ଼ ସୁଯୋଗ, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଗୁଗୁଲ ସମର୍ ୨୦୨୬ ପାଇଁ ସଫ୍ଟୱେୟାର ଇଞ୍ଜିନିୟର ପିଏଚଡି ଇଣ୍ଟର୍ଣ୍ଣଶିପ୍ ପାଇଁ ବିଜ୍ଞପ୍ତି ବାହାରିଛି। ଏହି ଇଣ୍ଟର୍ଣ୍ଣଶିପ୍ ଭାରତର ତିନି ପ୍ରମୁଖ ଟେକ୍ ସହର – ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେରେ ଆୟୋଜିତ ହେବ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଆଗ୍ରହୀ…

ଏସିଆ କପ ବିବାଦ: ବାସନ୍ଦ ହେଲେ ହ୍ୟାରିଶ ରୌଫ, ସୂର୍ଯ୍ୟକୁମାରଙ୍କୁ ଜରିମାନା

ଦୁବାଇ: ଏସିଆ କପ ବିବାଦ ନେଇ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପାକିସ୍ତାନର ପେସ ବୋଲର ହ୍ୟାରିସ ରୌଫଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହ୍ୟାରିଶଙ୍କୁ ୨ଟି ମ୍ୟାଚରୁ ବାସନ୍ଦ କରାଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେୁ ନଭେମ୍ବର ୪ ଓ ୬ରେ ହେବାକୁ ଥିବା ମ୍ୟାଚରେ ସେ…

ଯଦି ପୂରା ବିଶ୍ୱରେ ପରମାଣୁ ଆକ୍ରମଣ ହୁଏ, କେଉଁ ଦେଶ ରହିବ ସୁରକ୍ଷିତ ? ପୂର୍ବରୁ ହୋଇଛି ପ୍ଲାନିଂ

ନୂଆଦିଲ୍ଲୀ: ବିଶ୍ୱର ବଡ଼ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ବଢ଼ୁଥିବା ତିକ୍ତତା ସହିତ ସମ୍ଭାବ୍ୟ ପରମାଣୁ ସଂଘର୍ଷର ଆଶଙ୍କା ପୁଣି ଥରେ ସାରା ବିଶ୍ୱକୁ ଡରାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପାକିସ୍ତାନ ଉପରେ ପରମାଣୁ ପରୀକ୍ଷଣ କରିବାର ଅଭିଯୋଗ ଲଗାଇଛନ୍ତି ଏବଂ ଏହାର…

Maoist ordnance factory: ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଧ୍ୱଂସ କଲେ ସୁରକ୍ଷାକର୍ମୀ; ୧୭ ରାଇଫଲ୍…

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସିମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଏକ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । ଜିଲ୍ଲା ପୋଲିସ ବାହିନୀ ଏବଂ DRG (ଜିଲ୍ଲା ରିଜର୍ଭ ଗ୍ରୁପ୍) ର ଏକ ମିଳିତ ଦଳ ଗୋମଗୁଡ଼ା ଅଞ୍ଚଳର ଘନ ଜଙ୍ଗଲରେ ନକ୍ସଲମାନଙ୍କ ଏକ ବେଆଇନ…

ବିଳାସପୁର ଟ୍ରେନ୍‌ ଦୁର୍ଘଟଣାରେ ୧୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଛତିଶଗଡ଼ର ବିଳାସପୁର ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ୍‌ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବିଲାସପୁର ଜିଲ୍ଲାପାଳ ସଂଜୟ ଅଗ୍ରୱାଲ କହିଛନ୍ତି ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ।…

ଯୁକ୍ତ ୨ ନାମଲେଖା ଅବଧି ବୃଦ୍ଧି, ସୂଚନା ଦେଲା ସିଏଚଏସଇ…

ଭୁବନେଶ୍ୱର: ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ଅବଧି । ନାମଲେଖା ସମୟ ବଢ଼ିବା ନେଇ ସୂଚନା ଦେଲା CHSE । ବିନା ଜରିମନାରେ ଫର୍ମ ପୂରଣ ତାରିଖ ଆସନ୍ତା ୧୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ସେହିପରି ୨୦୦ ଟଙ୍କା ଜରିମାନାରେ ଫର୍ମ ପୁରଣ ତାରିଖ ୧୩ ରୁ ୧୮ ତାରିଖକୁ ବୃଦ୍ଧି କରାଯାଇଥିବା…

ଆଦର୍ଶଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ଆଦର୍ଶଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ…

ନଭେମ୍ବର ୨୩ରେ ଟାଟା ଷ୍ଟିଲ୍ ଯୋଡ଼ା ‘ରନ୍‌‌-ଏ-ଥନ୍’ ର ଦ୍ୱିତୀୟ ସଂସ୍କରଣ

ଯୋଡ଼ା: ଟାଟା ଷ୍ଟିଲ୍ ପକ୍ଷରୁ ଟାଟା ଷ୍ଟିଲ୍ ଯୋଡ଼ା ରନ୍‌‌-ଏ-ଥନ୍‌‌ର ଦ୍ୱିତୀୟ ସଂସ୍କରଣ ଘୋଷଣା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ପ୍ରତି ପାଦ ଏକ ସବୁଜ ଭବିଷ୍ୟତ ଆଡ଼କୁ’। ରନ୍‌‌-ଏ-ଥନ୍ ର ଦ୍ୱିତୀୟ ସଂସ୍କରଣ କେନ୍ଦୁଝର ଜିଲ୍ଲାର ଯୋଡ଼ା ଠାରେ ଆୟୋଜିତ ହେବ। ଟାଟା ଷ୍ଟିଲ୍ ଓର୍…