Reels ପାଇଁ ଇନଷ୍ଟାଗ୍ରାମରେ ଆସୁଛି TikTok ଭଳି ଫିଚର, ଅପେକ୍ଷା କରିଛନ୍ତି ୟିଜର୍ସ
ନୂଆଦିଲ୍ଲୀ: ମେଟାର ଇନଷ୍ଟାଗ୍ରାମ ନିରନ୍ତର ତା’ର ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିବା ଉପରେ କାମ କରୁଛି। ବର୍ତ୍ତମାନ କମ୍ପାନୀ ରିଲ୍ସରେ ପିକ୍ଚର-ଇନ-ପିକ୍ଚର (PiP) ଫିଚରର ପରୀକ୍ଷଣ କରୁଛି। ଏହି ଫିଚର ଉପଭୋକ୍ତାଙ୍କୁ ମଲ୍ଟିଟାସ୍କିଂର ଏକ ନୂଆ ଅନୁଭୂତି ପ୍ରଦାନ କରିବ। ଏହାର ଅର୍ଥ ସ୍ପଷ୍ଟ…