Facebookରେ କେମିତି ହୋଇଥାଏ ମୋନିଟାଇଜେସନ? ୧୦୦୦ ଫୋଲର୍ସରେ ମିଳିଥାଏ କେତେ ଟଙ୍କା
ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଲୋକଙ୍କ ପାଇଁ ରୋଜଗାରର ଏକ ବଡ଼ ଉପାୟ ମଧ୍ୟ ହୋଇପଡ଼ିଛି। ବିଶ୍ୱର ସବୁଠାରୁ ପୁରୁଣା ଓ ବୃହତ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ଫେସବୁକ ଏବେ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ପଇସା ରୋଜଗାର…