Latest Odisha News

BREAKING NEWS

Drone attack: ବିପଦରେ ପୁଟିନଙ୍କ ଜୀବନ! ଘର ଉପରେ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ:  ଗୋଟିଏ ପଟେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଶାନ୍ତି ଆଲୋଚନା ଚାଲିଥିବା ବେଳେ ଅପରପକ୍ଷେ ଏପରି ଏକ ଘଟଣା ଘଟିଛି ଯାହା ପୁଣି ଏହି ଯୁଦ୍ଧକୁ ବଢାଇବାକୁ ଉସକାଉଛି ।  ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର  ପୁଟିନ୍‌ଙ୍କ ଘର ଉପରେ ଡ୍ରୋନ୍‌ ଆକ୍ରମଣ । ୟଏପରି ଚେଷ୍ଟା…

Vigilance Raid: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ PEOଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ PEO। ଆନନ୍ଦପୁର ହାଟଡ଼ିହି ବ୍ଲକ୍ PEO ଜିତେନ୍ଦ୍ର ଜେନାଙ୍କ ବିରୋଧରେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ତାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ କରାଯାଇଛି। କେନ୍ଦୁଝର ଓ…

Indoor swimming pool: ତମାଣ୍ଡୋରେ ଅତ୍ୟାଧୁନିକ ଇନଡୋର ସୁଇମିଂ ପୁଲ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (GCPE) ପରିସରରେ ଆଜି ଏକ ନୂତନ ୨୫ ମିଟର ବିଶିଷ୍ଟ ଇନଡୋର ସୁଇମିଂପୁଲର ଶୁଭ ଉଦଘାଟନ ହୋଇଯାଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର…

Shree Jagannath Temple puri: ଡିସେମ୍ବର ୩୧ ରେ ୧୧ଟାରେ ରାତ୍ର ପହୁଡ଼;ଏହି ୨ଦିନ ବାହାର କାଠରୁ ଦର୍ଶନ

ପୁରୀ:ଡିସେମ୍ବର ୩୧ ତାରିଖରେ ରାତି ୧୧ ଟାରେ ପହୁଡ ହୋଇ ରାତ୍ର ୨ ଟାରେ ଦ୍ୱାର ଫିଟିବ । ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତି ନେଇଛି। ନବବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୧ ତାରିଖ ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର…

Khaleda Zia dies at 80: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ,ବାଂଲାର ପ୍ରଥମ ମହିଳା…

ଢାକା: ବାଂଲାଦେଶର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ । ୮୦ ବର୍ଷ ବୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଖାଲିଦା । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଚିକିତ୍ସିତ ହେଉଥିଲେ । ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନପିର ପ୍ରମୁଖ ଥିଲେ । ତାଙ୍କ ମୃତ୍ୟୁ…

Pinaka rockets: ଚାନ୍ଦିପୁରରେ ପିନାକା ଲଙ୍ଗ୍ ରେଞ୍ଜ୍ ଗାଇଡେଡ୍ ରେକଟ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଭାରତର ସଶସ୍ତ୍ର ବାହିନୀକୁ ସୁଦୃଢ଼ ​​କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଏବେ ସୋମବାର DRDO ଆଉ ଏକ ବଡ଼ ସଫଳତା ହାସଲ କରିଛି। ସୋମବାର ଡିଆରଡିଓ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ପରିସରରେ ପିନାକା ଲଙ୍ଗ ରେଞ୍ଜ…

ଡିସେମ୍ବର ୩୧ ଓ ନୂଆ ବର୍ଷ ପାଇଁ ପୁରୀରେ ଟ୍ରାଫିକ କଟକଣା…

ଭୁବନେଶ୍ୱର: ଡିସେମ୍ବର ୩୧, ୨୦୨୫ ଏବଂ ନୂଆ ବର୍ଷ ପାଇଁ ତଥା ଜିରୋ ଆୱାର ଉପଲକ୍ଷେ ପୁରୀ ପୋଲିସ ସୋମବାର ଏକ ଟ୍ରାଫିକ ପରାମର୍ଶ ଜାରି କରିଛି। ସୁଗମ ଟ୍ରାଫିକ ଚାଳନା ଏବଂ ଭିଡ଼ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସାରା ସହରରେ ୬୦ ପ୍ଲାଟୁନ୍ ପୋଲିସ କର୍ମଚାରୀ ମୁତୟନ ହେବେ। ପୁରୀ…

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ; ୩ ଦିନରେ ୫.୧୮ କୋଟିର ବେଆଇନ ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ୱର: ଡିସେମ୍ବର ୨୦ ତାରିଖରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନରେ ଅବକାରୀ ବିଭାଗ ୫୮୧ଟି ମାମଲା ରୁଜୁ କରିବା ସହ ୫.୧୮ କୋଟି ଟଙ୍କାର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ କରିଛି। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ତିନି ଦିନିଆ ଅଭିଯାନରେ ୨୦୦ ଜଣଙ୍କୁ…

ମେଲବୋର୍ଣ୍ଣ ପିଚକୁ ମିିଳିଲା ଡିମେରିଟ ପଂଏଟ

ଦୁବାଇ: ଆଶେସ ସିରିଜର ୪ର୍ଥ ଟେଷ୍ଟ ମେଲବୋର୍ଣ୍ଣରେ ଖେଳା ଯାଇଥିଲା । ଏହି ମ୍ୟାଚ ମାତ୍ର ୨ ଦିନରେ ଶେଷ ହୋଇ ଯାଇଥିଲା । ଯାହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏବେ ଆଇସିସି ଏହି ପିଚକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ଏହାକୁ ଗୋଟିଏ ଡେମେରିଟ…

‘ଦି ରାଜା ସାବ’ ଟ୍ରେଲର ରିଲିଜ; ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ଜୋକର…

ମୁମ୍ବାଇ: ପ୍ରଭାସଙ୍କ ଅପକମିଂ ଫିଲ୍ମ "ଦି ରାଜା ସାବ"ର ନୂଆ ଟ୍ରେଲର ରିଲିଜ ହେବା ମାତ୍ରେ ହିଁ ଚର୍ଚ୍ଚାରେ ରହିଛି। ଲୋକମାନେ ଏଥିରେ ତାଙ୍କର ଅଦୃଶ୍ୟ ଅବତାର ଦେଖି ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ପ୍ରଭାସଙ୍କ ଶେଷ ଲୁକ୍ ଦମଦାର ହୋଇଛି ଓ ଏହା ଥିଏଟରରେ ହଲଚଲ ସୃଷ୍ଟି କରିଦେବ…