ଦେଶବ୍ୟାପୀ ଜନସମ୍ପର୍କ ଅଭିଯାନ ଘୋଷଣା କଲେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ
ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (ସିଜେପି) ର ପ୍ରତିଷ୍ଠାତା ଅଭିଜିତ ଦିପକେ ଏକ ଦେଶବ୍ୟାପୀ ଜନସମ୍ପର୍କ ଅଭିଯାନର ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନର ନାମ 'କ୍ୟା ବୋଲ୍ତି ପବ୍ଲିକ୍' (Kya Bolti Public) ରଖାଯାଇଛି। ସାଧାରଣ ଜନତା ଏବଂ…