Latest Odisha News

BREAKING NEWS

Apple Hebbal:ଦିଲ୍ଲୀ ଏବଂ ମୁମ୍ବାଇ ପରେ, ଆପଲ୍ ଏହି ସ୍ଥାନରେ ଖୋଲିଲା ତୃତୀୟ ରିଟେଲ୍‌ ଷ୍ଟୋର..

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ମୁମ୍ବାଇ ପରେ, ଆପଲ୍ (APPLE ) ଏବେ ଭାରତରେ ନିଜର ତୃତୀୟ ରିଟେଲ୍‌ ଷ୍ଟୋର ଖୋଲିଛି। ପ୍ରଥମ ଦୁଇଟି ଆପଲ୍ ଷ୍ଟୋର ପରି, ବେଙ୍ଗାଲୁରୁ (Bengaluru)ରେ ଖୋଲିଥିବା ଆପଲ୍ ହେବଲ୍‌ (Apple Hebbal) ମଧ୍ୟ ଗ୍ରାହକମାନଙ୍କୁ ସହାୟତ ଏବଂ ଉତ୍ପାଦ ଅଭିଜ୍ଞତା ପ୍ରଦାନ କରିବ।…

Build homes in Australia: ଅଷ୍ଟ୍ରେଲିଆରେ ଭାରତ ନିର୍ମାଣ କରିବ ୧୦ ଲକ୍ଷ ଘର ! ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବେ ଅଷ୍ଟ୍ରେଲିଆ(Australia)ରେ ରିଅଲ ଇଷ୍ଟେଟ୍ ନିବେଶ କରିବାକୁ ଯାଉଛି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ(Piyush Goyal ) କହିଛନ୍ତି ଯେ ଭାରତ ସରକାର ଏଥିପାଇଁ ୟୁଏଇରୁ ମଧ୍ୟ ସାହାଯ୍ୟ ନେଇପାରେ । ପ୍ରକୃତରେ, ଏହି ପ୍ରକଳ୍ପ ବହୁତ ବଡ଼ ହେବାକୁ ଯାଉଛି ଏବଂ ଏଥିପାଇଁ…

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ବିକାନେରରେ ପ୍ରତୀକ ରାଜ ମାଥୁର ନାମକ ଜଣେ ବ୍ୟକ୍ତି ଏକ ଏଫଆଇଆର ରୁଜୁ କରିଛନ୍ତି। ତାଙ୍କ ବିରୁଦ୍ଧରେ ଠକେଇ, ଅସଦାଚରଣ ଏବଂ ବିଶ୍ୱାସଘାତକତା ଭଳି ଅଭିଯୋଗ ହୋଇଛି। ଏଥିସହିତ ତାଙ୍କର ଅନ୍ୟ ଦୁଇ…

୭ ତାରିଖ ଚନ୍ଦ୍ରଗ୍ରହଣ ନେଇ ନୀତି ନିର୍ଘଣ୍ଟ; ଦିନ ୧୨ଟା ୫୭ରୁ ପାକ ତ୍ୟାଗ…

ପୁରୀ:ଛତିଶା ନିଯୋଗ ବୈଠକରେ ୭ ତାରିଖ ରବିବାର ଚନ୍ଦ୍ରଗ୍ରହଣ ନେଇ ନୀତି ନିର୍ଘଣ୍ଟ ହୋଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୭ ତାରିଖ ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ଏହା ପରେ ୧୨ଟା ୫୭ରୁ ପାକ ତ୍ୟାଗ କରାଯିବ। କୌଣସି ଦେବ ନୀତି କରାଯିବ…

ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ, ଜାଣନ୍ତୁ କଣ ରହିଛି ଖାସ୍

ଭୁବନେଶ୍ୱର: ଶିଶୁ ଏବଂ ଗୋଷ୍ଠୀ ମଧ୍ୟରେ ଚିନିର ଅତ୍ୟଧିକ ବ୍ୟବହାରକୁ ରୋକିବା ପାଇଁ ଓଡ଼ିଶା ସରକାର ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ କରିଛନ୍ତି। ଏହି ପଦକ୍ଷେପ ଅଧୀନରେ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ସୂଚନାପ୍ରଦ ଏବଂ ଦୃଶ୍ୟାତ୍ମକ ରୂପରେ ଚିନି ବୋର୍ଡ ସ୍ଥାପନ କରାଯାଉଛି।…

ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସମେତ ୭ ଗିରଫ

ଗଜପତି: ୯ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ତିନି ଜଣ ହୋମଗାର୍ଡଙ୍କ ସମେତ ସାତ ଜଣ ଗିରଫ ହୋଇଛନ୍ତି। ଗଜପତି ଜିଲ୍ଲାର ଗାରାବନ୍ଧାର ଟି ଉମା ରେଡ୍ଡି ନାମକ ଜଣେ ବ୍ୟବସାୟୀ ସୋମବାର ଦିନ ତାଙ୍କ ଦୁଇ ବନ୍ଧୁ ଓ ଡ୍ରାଇଭରଙ୍କ ସହ ଜୟପୁରରୁ ରାୟଗଡା ଯାଉଥିଲେ। ସେହି ସମୟରେ ରାଫାକୋଣା ଛକ ନିକଟରେ…

ପାର୍ବଣ ପୂର୍ବରୁ ଗ୍ୟାଙ୍ଗ୍‌ଷ୍ଟାର୍ ସକିଲର ଆତ୍ମସମର୍ପଣ

କଟକ:କଟକ ସହରର ଆଇନ ଶୃଙ୍ଖଳାକୁ ନଜରରେ ରଖି ପେଶାଦାର ଅପରାଧୀଙ୍କୁ ସ୍କାନରରେ ରଖିଛି କମିଶନରେଟ୍ ପୋଲିସ । ଏହି ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ କରିଛି ଆତ୍ମସମର୍ପଣ । ମଙ୍ଗଳାବାଗ ଥାନାର ଏକ ମାମଲାରେ ଆତ୍ମସମର୍ପଣ ସୂଚନା ରହିଛି । କଟକ JMFCରେ ସକିଲର ଆତ୍ମସମର୍ପଣ କରିଛି ।…

ଫୁଲବାଣୀ ଓ ତାଳଚେର ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା

ଭୁବନେଶ୍ୱର: ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି। ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ…

୫୬ତମ ଜିଏସଟିି ବୈଠକରେ ଯୋଗ ଦେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ସାମଗ୍ରୀ ଏବଂ ସେବା ଟିକସ (ଜିଏସଟିି) ପରିଷଦର ୫୬ତମ ବୈଠକ ବୁଧବାର ଦିନ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ପରିଷଦର…

କିଏ କହିଲେ ଆମ ଟିମରେ ଅଛନ୍ତି ୨୦ଜଣ କୋହଲି

ନୂଆଦିଲ୍ଲୀ: ବିହାରରେ ଏବେ ଏସିଆ କପ ହକି ଟୁର୍ଣ୍ଣାମେଂଟ ଚାଲିଛି । ଭାରତ ଚମତ୍କାର ପ୍ରଦର୍ଶନ କରି ସୁପରଫୋରରେ ପ୍ରବେଶ କରିଛି । ଇତି ମଧ୍ୟରେ ଦଳର ମେଂଟାଲ କଣ୍ଡିଶନିଂ କୋଚ ପ୍ୟାଡୀ ଅପ୍ଟନ ଏକ ମଜାଦାର ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ଦଳରେ ୧୮ରୁ ୨୦ଜଣ ବିରାଟ କୋହଲି ରହିଛନ୍ତି ।…