Latest Odisha News

BREAKING NEWS

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର; ୩୦ ଗାଁ ଜଳମଗ୍ନ

ଭୁବନେଶ୍ୱର: ଲଗାତାର ଜାରି ରହିଥିବା ବର୍ଷା ଯୋଗୁଁ ଉତ୍ତର ଓଡିଶା ଉବୁଟୁବୁ ହେଉଛି। ଖାସକରି ବାଲେଶ୍ୱର ଏବଂ ମୟୂରଭଞ୍ଜରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡିଛି। ଫଳରେ  ହଜାର ହଜାର ଲୋକ ପ୍ରଭାବିତ ହେଉଥିବା ବେଳେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସୁବର୍ଣ୍ଣରେଖା ନଦୀ…

ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ

ଭୁବନେଶ୍ୱର :ଦୁର୍ନୀତି ପାଇଁ ନିଲମ୍ବିତ ହେଲେ ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ। ଜଟଣୀ ସଵରେଜିଷ୍ଟର ଥିବା ବେଳେ ଦୁର୍ନୀତି ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ୱ ବିଭାଗ ତାଙ୍କୁ ନିଲମ୍ବନ କରିଛି । ସେ ସଵ ରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ ଭିଜିଟ କରି…

ବର୍ଷ ବର୍ଷ ଧରି ପରସ୍ପର ଠାରୁ ଅଲଗା ରହିବା ପରେ ଏବେ ପୁଣି ଏକାଠି ହୋଇଛନ୍ତି ଏହି ବଲିଉଡ୍ ଯୋଡି, ଝିଅ କହିଲେ….

ମୁମ୍ବାଇ: ବଲିଉଡରେ ଅନେକ ଦମ୍ପତି ବିବାହିତ ହେବା ସତ୍ତ୍ୱେ ଅଲଗା ରହୁଛନ୍ତି। ସେମାନଙ୍କର ଛାଡପତ୍ର ହୋଇନାହିଁ କିନ୍ତୁ ସେମାନେ ବର୍ଷ ବର୍ଷ ଧରି ଅଲଗା ପରସ୍ପର ଠାରୁ ଅଲଗା ରହି ଆସୁଛନ୍ତି । ଏଥିରୁ ଜଣେ ହେଉଛନ୍ତି ହେଉଛି କରୀନା କପୁର ଆଉ କରିସ୍ମା କପୂରଙ୍କ ପିତାମାତା ରଣଧୀର କପୁର ଏବଂ…

କେତେ ଜୋର୍ ଶବ୍ଦରେ ମଣିଷର ହୋଇଥାଏ ମୃତ୍ୟୁ? ଜାଣନ୍ତୁ ଏହା କେତେ ବିପଦଜନକ

ଭୁବନେଶ୍ୱର: ପ୍ରାୟତଃ ଖବର ଆସିଥାଏ ଯେ ଅତ୍ୟଧିକ ଶବ୍ଦ ହେତୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗୁଗଲରେ ଏପରି ଶହ ଶହ ଖବର ମିଳିଯିବ ଯେଉଁଥିରେ ଅଥ୍ୟଧିକ ଶବ୍ଦ ଯୋଗୁ ମଣିଷର ମୃତ୍ୟୁ ହୋଇଛି। ଏପରି ସ୍ଥିତିରେ ମନରେ ପ୍ରଶ୍ନ ଉଠେ ଯେ, ବିବାହ କିମ୍ବା ପାର୍ଟିଗୁଡ଼ିକରେ ଡିଜେରେ ଉଚ୍ଚ ଶବ୍ଦ…

ଅଫିସରଙ୍କୁ ମାଡ ଘଟଣା-ନିନ୍ଦା କଲେ ଅପରାଜିତା

ଭୁବନେଶ୍ୱର : ବିଏମସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ଗତକାଲି ହୋଇଥିବା ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରତ୍ନାକର ସାହୁ ଜନଶୁଣାଣିରେ ଲୋକଙ୍କ କଥା ଶୁଣୁଥିଲେ । ସରକାରୀ କାମରେ…

୫ ବସ୍ତା ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ସମ୍ବଲପୁର: ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦୫ କିଗ୍ରା ଗଞ୍ଜେଇ ସହ ଏକ ଦାମୀ କାର ଜବତ । ଘଟଣାରେ ଜଣକୁ ଗିରଫ କରିଛି ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ । ଯାଞ୍ଚ ସମୟରେ କାର ଭିତରୁ ୫ଟି ଜରି ବସ୍ତା ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଝାରଖଣ୍ଡ ରାଜ୍ୟ ଧାନବାଦ ଜିଲା…

ଜୁଲାଇରେ ପୁଣି ଚମକାଇଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ ଆଜି କେତେ ଅଛି ପ୍ରାଇଜ

ଭୁବନେଶ୍ୱର : ଆଜି ଭାରତୀୟ ବଜାରରେ ସୁନା ଓ ରୂପାର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଛି। ସ୍ଥାନୀୟ ଅଳଙ୍କାର ବ୍ୟବସାୟୀଙ୍କ ପକ୍ଷରୁ ବୃଦ୍ଧି ପାଇଥିବା କ୍ରୟ ଏବଂ ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଅସ୍ଥିରତା ଯୋଗୁଁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଦରରେ ଏହି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି।…

ଯଦି ପୃଥିବୀରେ ଦୁଇଗୁଣ ହୋଇଯିବ ଅମ୍ଳଜାନ ତେବେ କ’ଣ ହେବ ? ସୁପରମ୍ୟାନ ହୋଇଯିବ ମଣିଷ ?

ନୂଆଦିଲ୍ଲୀ: ମଣିଷ ସମେତ ପୃଥିବୀରେ ଥିବା ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଅମ୍ଳଜାନ ଅତ୍ୟନ୍ତ ଜରୁରୀ। ଏହି ଅମ୍ଳଜାନ ହିଁ ପୃଥିବୀରେ ମଣିଷ ଓ ଜୀବଜନ୍ତୁଙ୍କ ଅସ୍ତିତ୍ୱର ମୂଳ କାରଣ। ଅନ୍ୟ ଗ୍ରହମାନଙ୍କରେ ଅମ୍ଳଜାନର ଅଭାବ ହେତୁ ସେଠାରେ ଜୀବନର ସମ୍ଭାବନା ନାହିଁ। କେବେ ଭାବିଛନ୍ତି କି, ଅମ୍ଳଜାନର…

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ….

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୧୪ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର…