ଏଣିକି ବ୍ୟାଙ୍କ୍ ଆକାଉଣ୍ଟରେ ରଖିପାରିବେ ସର୍ବନିମ୍ନ ବାଲାନ୍ସ, ଦବାକୁ ପଡିବନି ଜରିମାନା!
ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କରେ କମ୍ ବାଲାନ୍ସ ରହିଲେ ବି କିଛି ଅସୁବିଧା ନାହିଁ। ଦେବାକୁ ପଡିବନି ଜରିମାନା। ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ତାର ଗ୍ରାହକଙ୍କ ପାଇଁ ସର୍ବନିମ୍ନ ହାରାହାରି ବାଲାନ୍ସ (MAB) ଜରିମାନା ଛାଡ଼ କରିଛି। ଏକ ପ୍ରେସ ବିଜ୍ଞପ୍ତିରେ, ଓଭରସିଜ ବ୍ୟାଙ୍କ କହିଛି ଯେ…