ଜିମ୍ନାଷ୍ଟିକ୍ସ ଶୈଳୀରେ ଖୁସି ମନାଇବାକୁ ପନ୍ତଙ୍କୁ କରାଯାଇଛି ମନା
ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ରିଷଭ ପନ୍ତ ଉଭୟ ଇନିଂସରେ ଶତକ ହାସଲ କରି କୀର୍ତିମାନ ସ୍ଥ୍ାପନ କରିଛନ୍ତି । ଅବଶ୍ୟ ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଛି । ଦଳ ଏବେ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ହୋଇଛି । ପନ୍ତ…