ଏସିଆ କପ: ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇବା ପାଇଁ ପିସିବି, ନକଭିଙ୍କ ଉପରେ ପଡିଲା ଚାପ
ନୂଆଦିଲ୍ଲୀ: ଏସିଆ କପ ୨୦୨୫ ବିବାଦ ଅବସିରରେ ଭାରତକୁ ଏକ ବଡ ବିଜୟ ହାତ ଲାଗିଛି । ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଏସିଆ କପ ଟାଇଟଲ ୯ମ ଥର ପାଇଁ ହାସଲ କରିଥିଲା । ତେବେ ଟିମ ଇଣ୍ଡିଆ ପାକିସ୍ତାନ ମୂଖ୍ୟ ମୋହସୀନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବା ପାଇଁ ମନା କରି ଦେଇଥିଲା । ଏହା ପରେ…