ବାଲୁଗାଁରେ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ; ୫ ଅଟକ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଜଣେ ବ୍ୟବସାୟୀଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ୫ଜଣଙ୍କୁ ଗିରଫ କରିଛି।ସେଥିମଧ୍ୟରୁ ମାଷ୍ଟରମାଇଣ୍ଡ ଜଣେ ଇଞ୍ଜିନିୟର ବୋଲି ଜଣାପଡ଼ିଛି।
ତିନି ଜଣ ଅଭିଯୁକ୍ତ ସୁରଜ ଦୋରା, ମୁନା ବେହେରା, ଅଭିଜିତ ପଟ୍ଟନାୟକ ଗଞ୍ଜାମର ହୋଇଥିବାବେଳେ ଅନ୍ୟ ଦୁଇ ଜଣ …