ଲାପଟପ୍କୁ ଚାର୍ଜରେ ଲଗାଇ ବ୍ୟବହାର କରିବା କେତେ ନିରାପଦ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ
ନୂଆଦିଲ୍ଲୀ: ମୋବାଇଲ୍ ଚାର୍ଜ କରୁଥିବା ସମୟରେ ବ୍ୟବହାର ନ କରିବାକୁ ଅନେକ ଥର ପରାମର୍ଶ ଦିଆଯାଇଛି। କାରଣ ଏହା ମୋବାଇଲକୁ ଅଧିକ ଗରମ କରିପାରେ, ଯାହା ଫଳରେ ମୋବାଇଲରେ କ୍ଷତି ହେବାର ଆଶଙ୍କା ରହିଛି, ଏପରିକି ଏହା ଫାଟିବାର ମଧ୍ୟ ସମ୍ଭାବନା ଥାଏ। କିନ୍ତୁ ଲାପଟପ୍ ପାଇଁ ଏହି ନିୟମ କେତେ…